କେନ୍ଦୁଝର ସାଂସଦ ପ୍ରାର୍ଥିନୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ଦୁଇ ଗିରଫ

Odisha Hot News
0 Min Read

କେନ୍ଦୁଝର: କେନ୍ଦୁଝର ସାଂସଦ ପ୍ରାର୍ଥିନୀଙ୍କ  ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ କେନ୍ଦୁଝର ପୁଲିସ ବୁଧବାର ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଜୟଦେବ ଗିରି ଓ ବିଷ୍ଣୁଦତ୍ତ ବାରିକ ।

ସୂଚନାଯୋଗ୍ୟ, କେନ୍ଦୁଝର ପୁଲିସ କେନ୍ଦୁଝର ସାଂସଦ ପ୍ରାର୍ଥିନୀ ଚନ୍ଦ୍ରାଣୀ ମୁର୍ମୁଙ୍କ କଥିତ ଭିଡିଓ ଭାଇରାଲ ପରେ ନିଜ ଆଡୁ ମାମଲା ରୁଜୁ କରିଥିଲା। ଏବଂ ଘଟଣାର ତଦନ୍ତ ଚଳାଇଥିଲା। ଗତ କିଛି ଦିନ ପୂର୍ବରୁ ସାଂସଦ ପ୍ରାର୍ଥିନୀଙ୍କ ଚନ୍ଦ୍ରାଣୀ ମୁର୍ମୁଙ୍କ ଗିରଫ ଦୁଇ ଜଣ ଅଭିଯୁକ୍ତ ଏକ ନିର୍ଦ୍ଦିଷ୍ଟ ଦଳ ପାଇଁ ନିର୍ବାଚନ ପ୍ରଚାର କରୁଥିଲେ ବୋଲି ଜଣାପଡ଼ିଛି।

Share This Article
1 Comment