ଭୁବନେଶ୍ୱର : ରାଜ୍ୟ ସରକାର ଶନିବାର ପ୍ରଶାସନିକସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ୨୦୦୫ ବ୍ୟାଚ୍ର ଆଇଏଏସ୍ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ୱ ଦିଆଯାଇଛି। ରାଜେଶ ପୂର୍ବରୁ ନିଯୁକ୍ତି ନିର୍ଦ୍ଦେଶକ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ(ସିଇଓ)ଭାବେ କାର୍ଯ୍ୟ କରୁଥିଲେ। ରାଜେଶଙ୍କ ସ୍ଥାନରେ ସୁନ୍ଦରଗଡ଼ ଜିଲାପାଳ ଥିବା ରଶ୍ମିତା ପଣ୍ଡାଙ୍କୁ ନିୟୋଜନ ନିର୍ଦ୍ଦେଶକ ତଥା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ଭାବେ ନିଯୁକ୍ତି ଦିଆଯାଇଛି। କିଛିଦିନ ତଳେ ସୂଚନା ଅଧିକାର ଆଇନ ଜରିଆରେ ଏକ ତଥ୍ୟ ମିଳିଥିଲା। ଏହି ତଥ୍ୟରେ ରଶ୍ମିତା ନିଜ ସରକାରୀ କ୍ୱାର୍ଟର୍ସ ମରାମତି ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଥିଲା। ଏହି ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଥିଲା। କରଦାତାଙ୍କ ଅର୍ଥକୁ ଅଯଥା ଖର୍ଚ୍ଚ କରିଥିବାକୁ ରଶ୍ମିତାଙ୍କ ବିରୋଧରେ ରାଜ୍ୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମନେ କରାଯାଉଥିଲା। ହେଲେ ତାହା ହୋଇ ନାହିଁ। ଓଲଟି ରଶ୍ମିତାଙ୍କୁ ଜିଲାପାଳ ପଦବୀରୁ ଅପସାରଣ କରାଯାଇ ରାଜ୍ୟ ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି। ଏହାକୁ ନେଇ ରାଜଧାନୀରେ ଭିନ୍ନ ଚର୍ଚ୍ଚା ଦେଖିବାକୁ ମିଳିଛି।
ଢେଙ୍କାନାଳ ଜିଲାପାଳ ଥିବା ନିଖିଲ ପୱନ କଲ୍ୟାଣଙ୍କୁ ସୁନ୍ଦରଗଡ ଜିଲାପାଳଭାବେ ବଦଳି କରାଯାଇଛି। ୨୦୧୩ ବ୍ୟାଚ୍ର ମୋନଶା ବାନାର୍ଜୀଙ୍କୁ ସୁବର୍ଣ୍ଣପୁର ଜିଲାପାଳଭାବେ ବଦଳି କରାଯାଇଛି। ମୋନିଶା ବର୍ତ୍ତମାନ ଗୃହ ବିଭାଗର ଉପସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ଓଏଏସ୍ ଅଫିସର ତଥା ସୁନ୍ଦରଗଡ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଭୂମେଶ ଚନ୍ଦ୍ର ବେହେରାଙ୍କୁ ଢେଙ୍କାନାଳ ଜିଲାପାଳଭାବେ ନୂତନ ନିଯୁକ୍ତି ଦିଆଯାଇଛି।
ପ୍ରଶାସନିକସ୍ତରରେ ଅଦଳବଦଳ
46 Comments
46 Comments

реабилитация наркозависимых стационар реабилитация наркозависимых стационар
врач нарколог на дом врач нарколог на дом
нарколог на дом круглосуточно москва цены нарколог на дом круглосуточно москва цены
нарколог стационар нарколог стационар
вызов врача нарколога на дом москва недорого вызов врача нарколога на дом москва недорого
выезд нарколога на дом цена выезд нарколога на дом цена
платный нарколог на дом москва платный нарколог на дом москва
кодирование от алкоголизма стационар кодирование от алкоголизма стационар
вызов психиатра нарколога на дом вызов психиатра нарколога на дом
вызов нарколога на дом в москве вызов нарколога на дом в москве
нарколог стационар спб нарколог стационар спб
вызвать нарколога на дом москва цены вызвать нарколога на дом москва цены
1win Xorazm 1win Xorazm
1win kazino strategiya 1win kazino strategiya
1win casino tips 1win casino tips
1win aviator qoidalari http://1win39427.help/
mostbet intrare site http://mostbet41079.help
1win verifikatsiya https://1win39427.help
mostbet probleme depunere http://mostbet18305.help
1win current working mirror http://1win3003.mobi/
mostbet bonus de bun venit Moldova https://mostbet18305.help
melbet retrait mtn mobile money http://melbet62913.help/
melbet blackjack melbet62913.help
aviator instant withdrawal Malawi http://www.aviator50638.help
mostbet confirmare tranzacție http://mostbet18305.help
1win android 1win android
melbet retrait instantané https://www.melbet62913.help
mostbet aviator limit mostbet aviator limit
melbet.ci https://melbet62913.help/
mostbet valyuta azn https://www.mostbet01859.help
mostbet tətbiqdən necə istifadə olunur http://mostbet01859.help/
aviator mpamba mw http://aviator50638.help
aviator mostbet https://mostbet41079.help
mostbet Azərbaycanda plinko oynamaq https://mostbet01859.help
1win new games 1win new games
mostbet status depunere mostbet status depunere
mostbet ověření cz http://www.mostbet87124.help
aviator stats Malawi https://aviator50638.help/
1win depunere Bitcoin https://1win5757.help
mostbet funkční zrcadlo mostbet funkční zrcadlo
instalare 1win app http://www.1win5757.help
mostbet kurzy fotbal https://mostbet87124.help/
mines mostbet mostbet87124.help
aviator official link aviator official link
mostbet hochei mostbet hochei
1win turnee sloturi http://1win5757.help