ବ୍ରହ୍ମପୁର: ଏବେ ଗଞ୍ଜାମ ଜିଲ୍ଲାରେ କରୋନାର ବିସ୍ଫୋରକ ସ୍ଥିତି ପରିଲକ୍ଷିତ ହୋଇଛି। ଆଜି ଚିହ୍ନଟ ହୋଇଥିବା ୨୯ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି । ଜିଲ୍ଲାରେ ୧୧୭ଟି ଆକ୍ଟିଭ କେସ୍ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାଯାଇଛି।
ସବୁଠାରୁ ବଡ଼ କଥା ହେଉଛି ଯେ ମାତ୍ର ୮ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ତେବେ ଆଗକୁ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ସେହିଭଳି ମହାମାରୀ କରୋନାରେ ରାଜ୍ୟରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ପୂର୍ବରୁ ଭୂତାଣୁ ସଂକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଭୁବନେଶ୍ୱରର ୨ ଜଣ କରୋନାରେ ଆଖି ବୁଜିଥିଲେ ।
ତେବେ ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା ହୋଇଥିବା ଗଞ୍ଜାମ ଉପରେ ସ୍ୱତନ୍ତ୍ର ନଜର ଦେଇଛନ୍ତି ସରକାର । ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଗଞ୍ଜାମ ଗସ୍ତ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଏହି ୭ ଜଣିଆ ଦଳରେ ଅଛନ୍ତି ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି । ଆଇସିଏମଆର ଓ ଆରଏମଆରସିର ପ୍ରତିନିଧି ମଧ୍ୟ ଏହି ଟିମରେ ଅଛନ୍ତି । ଜିଲ୍ଲାରେ ଅବରୋଧ ଅଞ୍ଚଳକୁ କିଭଳି କଡ଼ା କଡ଼ି କରାଯିବ ଏବଂ କରୋନା ସଂକ୍ରମଣକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ, ସେନେଇ ଡାକ୍ତରୀ ସହାୟତା ଯୋଗାଇ ଦେବେ ଏହି ବିଶେଷଜ୍ଞ ଦଳ ।

Fetish bdsm clubs in londonYamatu matureSex in public places
beegFull length party pornBabes tgp half cup shelf brasNorthern hairy
nosed wombat factsAsian girl gettintgmassageLocalized staph infection in breastPissing sex
party mpegs xnxx Anime free hentai image mt picture tb.cgiKendra wilkinson sexy photosNaughty
lingerie videoPain outside of breast underwireVintage cub cadetFree catherine
zeta jones nudePics of michael phelps nakedHousewife fucking girlFree
xxx adult video clips online https://best.xnxxtubexxx.cc/ 30 ac amp vintageSexual addiction and paul p
shepherdSex porn tube mature black moviesUtube better sexGay travel moroccoInstructions pussy movieHot blondes giving
blowjobEscorts young asian xnxx Erotic erotic put your hands all over my body lyricsI masturbate my
disabled sonLong free amateur pornInterraacial gay tubeFemdom group straponWomen fucking dogs in philadelpha paErotic stories from the raj