ଜାନୁଆରୀ ୨୩ ତାରିଖ ୨୦୧୯ମସିହା (ବୁଧବାର)
କାଳବେଳା -ଦିବା ଘ୦୯/୧୫ଗତେ ଘ୧୦/୩୫ମଧ୍ୟେ
ବାରବେଳା-ଦିବା ଘ୧୨/୦୪ଗତେ ଘ୦୧/୨୫ମଧ୍ୟେ
ଅମୃତବେଳା* – ଦିବା ଘ୦୭/୫୬ ଗତେ ଘ୦୯/୧୪ମଧ୍ୟେ ଓ ଘ୨୨/୪୩ଗତେ ଘ୦୪/୨୦ମଧ୍ୟେ
ମାହେନ୍ଦ୍ର ବେଳା-* ଦିବା ଘ ୦୭/୫୩ ମଧ୍ୟେ* ଓ ଘ୧୦/୩୫ଗତେ ଘ୧୨/୦୫ମଧ୍ୟେ
ମେଷ: ଦିନଟି ଅନୁକୂଳ ରହିବ। ଆପଣଙ୍କ ଭଲ ବ୍ୟବହାର ପାଇଁ ଅଫିସ୍ର ଲୋେକ ପ୍ରଭାବିତ ହେବେ। ବ୍ୟବସାୟରୁ ଅଧିକ ଲାଭ ପାଇଁ ନୂଆ କୌଶଳ ଅବଲମ୍ବନ କରିବେ
। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ମାଜେଣ୍ତା। ଆରାଧନା: ମାଆ ସୁରେଶ୍ବରୀ।

ବୃଷ: ଆଜି ଆପଣ ଯଥେଷ୍ଟ କାମ ପୂରା କରିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଚାକିରି ସମ୍ବନ୍ଧିତ କୌଣସି ମନୋକାମନା ପୂରା ହେବ। ପରିବାର ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି। ଛାତ୍ରଙ୍କ ପାଇଁ ଦିନଟି ଖୁବ୍ ଭଲ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀ ଗଣେଶ।

ମିଥୁନ: ନୂଆ ପ୍ରସ୍ତାବର ରୂପରେଖ ଦିଅନ୍ତୁ, ଭବିଷ୍ୟତରେ ଶୁଭଫଳ ପାଇବେ। ଅର୍ଥହୀନ କଥାରୁ ଦୂରେଇ ରହନ୍ତୁ। ଭୂସ˚ପତ୍ତି ମାମଲାରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ଭ୍ରମଣ ସମୟରେ ନିଜର ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କର୍କଟ: ଚାକିରିଆଙ୍କ ପାଇଁ ଦିନଟି ଭଲ। କ˚ପାନିରେ ଆପଣଙ୍କୁ କୌଣସି ସୁବିଧା ମିଳିପାରେ। ସନ୍ଧ୍ୟାରେ କୌଣସି ବନ୍ଧୁ ବା ଜୀବନସାଥୀଙ୍କ ସହିତ ସମୟ କଟାଇବେ। ଛାତ୍ରଙ୍କୁ କମ୍ ପରିଶ୍ରମରୁ ଯଥେଷ୍ଟ ସୁଫଳ ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ଦୁର୍ଗା।

ସି˚ହ: ଆପଣଙ୍କର ମଧୁର ବ୍ୟବହାରରେ ନୂଆ ଲକ୍ଷ୍ୟ ହାସଲ କରିନେବେ। ଶାସନରେ ଥିବା ଲୋକଙ୍କ ସହିତ ସ˚ପର୍କ ବଢ଼ିବ। ଆର୍ଥିକ ଚିନ୍ତା ଦୂର ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

କନ୍ୟା: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ବଢ଼ିଆ ଚାକିରିର ସୁଯୋଗ ଆସିପାରେ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ସୁଖ ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ସରସ୍ବତୀ।

ତୁଳା: ଦିନଟି ଆପଣଙ୍କ ପାଇଁ ବଢ଼ିଆ ରହିବ। ରାଷ୍ଟ୍ରୀୟ ସ୍ତରର ନେତାଙ୍କ ସହିତ ମିଶିବାର ଅବସର ପାଇବେ। କାମ ଓ ପରିଶ୍ରମରୁ ପୂରା ଲାଭ ମିଳିବ। ଅବିବାହିତଙ୍କୁ ବିବାହର ଭଲ ପ୍ରସ୍ତାବ ମିଳିବ। ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।
ବିଛା: ଆପଣଙ୍କ ଲାଗି ଉନ୍ନତି ଓ ଲାଭ ମିଳିବାର ଦିନଟିଏ। କାରବାରରେ ବଡ଼ ସଉଦା ହେବ। ରାଜ୍ୟରେ ଆପଣଙ୍କୁ କୌଣସି ଉଚ୍ଚପଦ ମିଳିପାରେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ଛାତ୍ରୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

ଧନୁ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଆପଣଙ୍କ ମନରେ ଉଙ୍କି ମାରିଥିବା ପ୍ରଶ୍ନର ସମାଧାନ ମିଳିବ। ବ୍ୟବସାୟରେ କିଛି ନୂଆ କରିବା ଲାଗି ଦିନଟି ଭଲ। ସନ୍ତାନଙ୍କ ସଫଳତାରେ ମନ ଆନନ୍ଦିତ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ମକର: ଧାର୍ମିକ ଭାବନାରେ ଅଧିକ ସମୟ କଟିବ। ବ୍ୟବସାୟରେ ନୂଆ ସମ୍ଭାବନା ଅନ୍ବେଷଣ କରିବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସରକାରୀ ଚାକିରିଆ ଟିକେ ଅଶାନ୍ତିରେ ରହିପାରନ୍ତି। ବନ୍ଧୁଙ୍କ ସହିତ ବସି ହାଲୁକା ଅନୁଭବ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

କୁମ୍ଭ: ଆପଣଙ୍କ ଦିମାକରେ ନୂଆ ନୂଆ ଚିନ୍ତା ଘୂରି ବୁଲିବ। ପଇସା ମାମଲାରେ ସତର୍କ ରହନ୍ତୁ। ଅଫିସ କାମ ତରବରିଆ ଭାବେ କରନ୍ତୁ ନାହିଁ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି। ପ୍ରିୟ ବନ୍ଧୁଙ୍କ ସହିତ ମିଳନ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଦୁର୍ଗା।

ମୀନ: କମ୍ କଥା କହିଲେ ଲୋକଙ୍କ ନଜରରେ ଆସିବେ। ବ୍ୟବସାୟର ବିକାଶ ଉପରେ ଅଧିକ ଧୢାନ ଦେବେ। ଆଇନକାନୁନ ବିବାଦ ଆଜି ସମାପ୍ତ ହୋଇପାରେ। ପରିବାରର ବଡ଼ଙ୍କ ଠାରୁ ପ୍ରଶ˚ସା ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

Gay man and agingChubby sisters on barneyWhite girls licking black assFlash video sex free teensAsian pussy thumb galleryLeah sexAkron escort in ohio services xnxx Grandmas wide open pussiesFree dvd’s of big clitsSwingers new years
party in essexTit thumb galleriesEstrella porno
francesFree erotic lesbian penthouse storiesGirls sucking
porn https://xnxxfree.win Asian india paintIndependent
escorts wilmington ncPorn movies free realityHard faced urethane
strippersAsian pacific american laborKt sex so videoVintage
elvis presley album for saleMilfs fetish xnxx Invitation for adult only partyChubby’s dallasPhotos hairstyles mature womenSexy girl desktopsFree dirty fucking videoParis porn movies paris hiltonBig dick agency torrentBound lesbian sceneAria hentaiFree
webcam sex long videoAmateur janAriel and belle toon sexSaudi blog sex