ଭୁବନେଶ୍ୱର : ଆରମ୍ଭ ହୋଇଛି ପାର୍ବଣର ମାହୋଲ। ଦଶହରା ପାଇଁ ଟ୍ବିନ୍ ସିଟି ଉତ୍ସବମୁଖର। ପୂଜା ଭିତରେ ଟ୍ବିନ୍ ସିଟିର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ରହିଛି। ଏଣିକି ରାତି ୧୨ଟା ଯାଏ ଟ୍ବିନ୍ ସିଟିରେ ମେଲୋଡ଼ି ଓ ଲାଉଡ୍ସ୍ପିକର ବାଜିପାରିବ। ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ପୂର୍ବରୁ ରାତି ୧୦ଟାରେ ମେଲୋଡ଼ି ବନ୍ଦ କରିବାକୁ ପଡ଼ୁଥିଲା।
ଏଣିକି ରାତି ୧୨ଟା ଯାଏ ବାଜିପାରିବ ମେଲୋଡ଼ି: ପୋଲିସ କମିଶନର
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Goodinichuck on ଘରୋଇ କଳିର କରୁଣ ପରିଣତି !
- Jamesvon on ମୋ ସରକାର ଅଧୀନକୁ ଆସିବ କୃଷି ବିଭାଗ
- DavidSaipt on ଭାରତ-ବେଲଜିୟମ ମ୍ୟାଚ୍ ଡ୍ର !
- OtisLak on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- AngelSmesk on ଆଜିର ରାଶିଫଳ
