ଭୁବନେଶ୍ୱର: ବିଭିନ୍ନ ଜିଲାରେ ଚାରିଟି ଜିଲା ପରିଷଦ ପାଇଁ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନରେ ବିଜେଡି ବାଜିମାତ କରିଛି। ସୂଚନା ଅନୁସାରେ ଦଶମନ୍ତପୁରରେ ବିଜେଡି ପ୍ରାର୍ଥୀ ୪୪୪୧ ଭୋଟ୍ରେ ବିଜୟୀ ହୋଇଛନ୍ତି। ସେହିପରି ପଟ୍ଟାଙ୍ଗୀ ଜିଲା ପିରଷଦ ଆସନରେ ବିଜେଡି ୨୭୩୮ ଭୋଟରେ, ଛତ୍ରପୁର ଆସନରେ ବିଜେଡି ପ୍ରାର୍ଥୀ ୮୭୭୨ ଭୋଟ ଓ ଦାନଗଦି ଜିଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୨୬୨୫ ଭୋଟରେ ବିଜୟୀ ହୋଇଛନ୍ତି।
୪ଜିଲା ପରିଷଦ ଉପନିର୍ବାଚନରେ ବିଜେଡିର ବାଜିମାତ୍
Leave a Comment
Leave a Comment
- Advertisement -
Stay Connected
Comment
- Brentlyday on ରାଜ୍ୟରେ ରେକର୍ଡ ଟେଷ୍ଟ: ୨୪ ଘଣ୍ଟାରେ ୩ ହଜାର ୫୩୫ ସାମ୍ପଲ ପରୀକ୍ଷଣ
- RichardGep on ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବିରୋଧୀ !
- RichardGop on ୨-୦ ସିରିଜରେ ଭାରତୀୟ ମହିଳା ଆଗୁଆ !
- french Roulette Vip limit on ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ, ଦଳର ସାଂଗଠନିକ ସମ୍ପାଦକ ଭାବେ ହେଲେ ନିଯୁକ୍ତ
- Edwardweatt on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
