ହିସାର: ହରିୟାଣାର ହିସାରରୁ ତିନି ଜଣ ପାକିସ୍ତାନୀ ଗୁପ୍ତଚର ଗିରଫ ହୋଇଛନ୍ତି। ସେମାନେ ପାକିସ୍ତାନକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଉଥିବା ଅଭିଯୋଗ ହୋଇଛି। ସେନାବାହିନୀ ସଂକ୍ରାନ୍ତ ଗୁପ୍ତ ଓ ସ୍ପର୍ଶକାତର ସୂଚନା ସେମାନଙ୍କ ହ୍ୟାଣ୍ଡଲର୍ମାନଙ୍କ ସହ ସେୟାର କରୁଥିବା କଥା ଜଣାପଡ଼ିଛି। ମାନଙ୍କଠାରୁ ମୋବାଇଲ୍ ଫୋନ୍ ଓ କିଛି ଗୁରୁତ୍ୱପୂର୍ଣ୍ଣ ଫଟୋଗ୍ରାଫ୍ ମଧ୍ୟ ଜବତ କରାଯାଇଥିବା କୁହାଯାଉଛି। ସେନାର ଗୋଇନ୍ଦା ବିଭାଗ ଏବଂ ସେନା ପୋଲିସର ମିଳିତ ଉଦ୍ୟମରେ ଏହି ସଫଳତା ମିଳିଛି। ଗିରଫ ଅଭିଯୁକ୍ତମାନେ ହେଲେ ୩୪ ବର୍ଷିୟ ରାଗିବ, ୨୮ ବର୍ଷିୟ ମେହତାବ୍ ଏବଂ ଖଲିଦ। ତିନି ଜଣଯାକ ଗୋଟାଏ ନିର୍ମାଣଧୀନ କେଣ୍ଟ୍ ମେସ୍ କୋଠାରେ ରହୁଥିଲେ।
୩ ପାକିସ୍ତାନୀ ଗୁପ୍ତଚର ଗିରଫ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- RichardGep on ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବିରୋଧୀ !
- RichardGop on ୨-୦ ସିରିଜରେ ଭାରତୀୟ ମହିଳା ଆଗୁଆ !
- french Roulette Vip limit on ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ, ଦଳର ସାଂଗଠନିକ ସମ୍ପାଦକ ଭାବେ ହେଲେ ନିଯୁକ୍ତ
- Edwardweatt on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- EdwardNug on ଅଦିନିଆ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ !
