ଭୁବେନଶ୍ବର: ଆନ୍ଧ୍ରପ୍ରଦେଶ ସରକାର ନିର୍ମାଣ କରୁଥିବା ପୋଲାଭରମ୍ ପ୍ରକଳ୍ପ ଦ୍ବାରା ମାଲକାନାଗିରି ଜିଲ୍ଲାର ଲୋକମାନେ ପ୍ରଭାବିତ ହେବେ। ଆଦିବାସୀ ଅଧ୍ୟୁଷିତ ଗାଁଗୁଡ଼ିକ ଜଳମଗ୍ନ ହୋଇଯିବ। ଏହାଦ୍ବାରା ସେଠାକାର ମୂଳବାସିନ୍ଦାମାନଙ୍କୁ ସ୍ଥାନାନ୍ତର କରିବାକୁ ହେବ। ବହୁ କୃଷି ଜମି ଓ ଜଙ୍ଗଲ ଜଳମଗ୍ନ ହୋଇଯିବ। ଏହି କାରଣ ଯୋଗୁଁ ଓଡ଼ିଶା ପୋଲାଭରମ୍ ପ୍ରକଳ୍ପକୁ ବିରୋଧ କରି ଆସୁଛି। ଅପରପକ୍ଷେ ଏହି ପୋଲାଭରମ୍ ପ୍ରକଳ୍ପ ପାଇଁ ମାଲକାନାଗିରି ଜିଲ୍ଲାର ପ୍ରଭାବିତ ଲୋକଙ୍କୁ ନେଇ ଜନ ଶୁଣାଣି ନ କରି ଏହି ପ୍ରକଳ୍ପକୁ ପରିବେଶ ଅନୁମତି ଦିଆଯାଇଛି। ତେଣୁ ସମସ୍ତ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଏହି ପ୍ରକଳ୍ପ ନିର୍ମାଣ ଉପରେ ରୋକ୍ ଲଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ପୂର୍ବରୁ ପୋଲାଭରମ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ୧୬.୦୯.୨୦୧୫, ୨୮.୧୧.୨୦୧୭, ୧୨.୦୭.୨୦୧୮ ଏବଂ ୨୧.୧୧.୨୦୧୮ରେ ଚିଠି ଲେଖି ଅନୁରୋଧ କରାଯାଇଥିଲା। ସୁପ୍ରିମକୋର୍ଟରେ ମଧ୍ୟ ଏହି ମାମଲା ବିଚାରାଧୀନ ଅଛି। ହେଲେ କେନ୍ଦ୍ର ସରକାର ଏହି ପ୍ରକଳ୍ପର ନିର୍ମାଣ ଉପରେ ରୋକ୍ ଲଗାଉନାହାନ୍ତି। କାର୍ଯ୍ୟ ବନ୍ଦ ଆଦେଶକୁ ବିଭିନ୍ନ ସମୟରେ ଦ୍ବିଧା ଭିତରେ ରଖି ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେଉଛନ୍ତି। କେତେବେଳେ ୬ ମାସ ତ କେତେବେଳେ ବର୍ଷକ ପାଇଁ ନିର୍ମାଣ ଉପରେ ରୋକ୍ ନିର୍ଦ୍ଦେଶକୁ ହଟାଇ ଦିଆଯାଇଥିବାବେଳେ ଏବେ ଏହାକୁ ଦୁଇ ବର୍ଷ ପାଇଁ ଉଠାଇ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ, ଏବେ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ସତ୍ତ୍ବେ ପୋଲାଭରମ୍ ପ୍ରକଳ୍ପ ନିର୍ମାଣ ଉପରେ ରୋକ୍ ଲଗାଯାଉ ନ ଥିବାରୁ ଏହି ପ୍ରକଳ୍ପର ନିର୍ମାଣ ଶେଷ ହେବା ପରେ ଏହାର ଡିଜାଇନ୍କୁ ପରିବର୍ତ୍ତନ କରିବା ସମ୍ଭବ ହେବନି କି ଏହା ଦ୍ବାରା ଯେପରି ଅଧିକ ଲୋକ କ୍ଷତିଗ୍ରସ୍ତ ନହେବେ ସେହି ଅନୁଯାୟୀ ଏହାକୁ ପରିଚାଳନା କରିହେବନି। ତେଣୁ ମାଲକାନଗିରି ଜିଲ୍ଲାର ପ୍ରଭାବିତ ହେବାକୁ ଥିବା ଲୋକଙ୍କ ପାଇଁ ଜନଶୁଣାଣି କରି ସେହି ଅନୁଯାୟୀ ପଦକ୍ଷେପ ନିଆଯାଉ। ଏହାବାଦ୍ ପୋଲାଭରମ୍ ପ୍ରକଳ୍ପକୁ ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲ ଆୱାର୍ଡ ଅନୁଯାୟୀ ଯେପରି ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନାର ଅଧିକ ଲୋକ ପ୍ରଭାବିତ ନ ହେବେ, ଜଳବନ୍ଦୀ ସମସ୍ୟା ସୃଷ୍ଟି ନ ହେବ ସେହି ଅନୁଯାୟୀ ପୁନଃନିର୍ମାଣ କରାଯାଉ। ଯଦି ସମସ୍ୟାର ସମାଧାନ ନ କରି ଏହି ପ୍ରକଳ୍ପର ନିର୍ମାଣ ଶେଷ କରିବାକୁ ଅନୁମତି ଦିଆଯିବ ତେବେ ଓଡ଼ିଶାବାସୀଙ୍କ ସ୍ବାର୍ଥକୁ ଏହା ଏକ ସ୍ଥାୟୀ ଆଘାତ ସଦୃଶ ହେବ। ତେଣୁ ସୁପ୍ରିମକୋର୍ଟରେ ସମସ୍ତ ବିବାଦର ସମାଧାନ ନେଇ ଚାଲିଥିବା ମାମଲାର ଚୂଡ଼ାନ୍ତ ଶୁଣାଣି ହେବା ପର୍ଯ୍ୟନ୍ତ ଏହି ପ୍ରକଳ୍ପର ନିର୍ମାଣ ବନ୍ଦ ରଖାଯାଉ। ଏହି ସବୁ କାରଣଗୁଡ଼ିକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନିଜେ ଏହି ମାମଲାରେ ହସ୍ତକ୍ଷେପ କରିବା ସହ ପ୍ରକଳ୍ପ ନିର୍ମାଣ ଉପରେ ରୋକ୍ ଲଗାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଅନୁରୋଧ କରିଛନ୍ତି।

ip камеру яндекса ip камера видеонаблюдения
Текущие рекомендации: https://stritstroy.ru
лучшие серии сериалов сверхъестественное смотреть подряд
Топ слот онлайн https://sweetbonanzaslot.top казино слот с красочной графикой, фриспинами и каскадными выигрышами. Высокая волатильность и множители обеспечивают шанс на крупные выплаты.
Лучшие слоты онлайн https://sugar-rush-slot.top красочный слот с цепными выигрышами и накопительными множителями. Игра отличается простым управлением, ярким дизайном и высоким потенциалом выигрыша при удачных комбинациях.
Играешь в казино? https://nodepositcasino.top обзоры онлайн-казино, актуальные бездепозитные бонусы, фриспины и акции для новых игроков. Узнайте условия получения бонусов и начните играть без вложений.
Продажа и установка камеры видеонаблюдения. Современные системы безопасности для квартир, домов, магазинов и складов. Настройка удалённого доступа, запись видео и круглосуточный контроль объекта.
Быстрая профессиональная установка видеонаблюдения для квартир, домов, офисов и коммерческих объектов. Проектирование, монтаж и настройка систем безопасности, удалённый доступ, запись видео и контроль в реальном времени. Надёжные решения для защиты имущества и контроля территории.
Steam Desktop Authenticator https://sdasteam.com (SDA). It allows you to generate account login codes and automatically confirm trades or item sales on the Community Market without using your smartphone.
Everything for Minecraft https://topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Everything for Minecraft https://topminecraftworldseeds.com/ in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.