ଭୁବନେଶ୍ବର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ। ଲୋକସେବା ଭବନରେ ସଂଧ୍ୟା ୫ଟା ୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରସ୍ତାବ ଅନୁଯାୟୀ ଓଡ଼ିଶା କୃଷିନୀତି-୨୦୧୯କୁ କ୍ୟାବିନେଟ ମଞ୍ଜୁରୀ ମିଳିପାରେ। ଏହାସହ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବ ଅନୁସାରେ ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ କରାଯିବା ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଓଡ଼ିଶା ରାଜସ୍ୱ ସେବା କ୍ୟାଡର ରୁଲ ସଂଶୋଧନ କରିବା ନେଇ ପ୍ରସ୍ତାବ ରହିଛି।
ଆଜି ରାଜ୍ୟ କ୍ୟାବିନେଟ ବୈଠକ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- https://chutesseamlessgutters.com/ on ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ, ଦଳର ସାଂଗଠନିକ ସମ୍ପାଦକ ଭାବେ ହେଲେ ନିଯୁକ୍ତ
- Edwintet on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- Timothyjaw on ସ୍ୱାଦିଷ୍ଟ ଷ୍ଟିମଡ ଲେମନ ଫିସ
- Davidmeafe on ପ୍ରଭାବିତ ହେବ ଭଦ୍ରକ ରାଜନୈତିକ ପଟ୍ଟଚିତ୍ର?
- RobertBef on ଅଗ୍ନିକାଣ୍ଡରେ ୮ ବଖରା ଜଳି ପୋଡ଼ି ପାଉଁଶ !
