ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଅଧିକାଂଶ ପୁରୁଣା ମୁହଁ ଥିବା ବେଳେ କିଛି ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ପାଟକୁରାରୁ ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ମହାକାଳପଡାରୁ ଅତନୁ ସବ୍ୟସାଚୀ ନାୟକଙ୍କୁ ଦଳ ପୁଣିଥରେ ପ୍ରାର୍ଥୀ କରିଛି । ସେହିଭଳି ଆଳିରୁ ପ୍ରତାପ ଦେବ, ମାହାଙ୍ଗାରୁ ପ୍ରତାପ ଜେନା, ନୟାଗଡରୁ ଅରୁଣ ସାହୁ ଓ ତାଳଚେରରୁ ବ୍ରଜ କିଶୋର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି ଦଳ । ଚୌଦାର କଟକ ଆସନରୁ ସୌଭିକ ବିଶ୍ୱାଳ, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡାଇ, ଭଣ୍ଡାରୀପୋଖରୀରୁ ପ୍ରଫୁଲ ସାମଲଙ୍କୁ ଦଳ ପ୍ରାର୍ଥୀ କରିଛି । ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ବଡମ୍ବାରୁ ଦେବୀ ପ୍ରସାଦ ମିଶ୍ର, ସିମୁଳିଆରୁ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବ୍ରହ୍ମଗିରିରୁ ସଞ୍ଜୟ ଦାସବର୍ମା, ବାଙ୍କିରୁ ଦେବୀ ରଞ୍ଜନ ତ୍ରିପାଠୀ ଙ୍କୁ ଦଳ ପ୍ରାର୍ଥୀ କରିଛି । ସାଲେପୁରରୁ ପ୍ରଶାନ୍ତ ବେହେରା, ଢେଙ୍କାନାଳରୁ ସୁଧୀର ସାମଲ, ଘଷିପୁରାରୁ ବ୍ରଦି ନାରାୟଣ ପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି ।
ବିଜେଡି ବିଧାନସଭା ପାଇଁ କିଏ ପାଇଲେ ଟିକେଟ ପଢନ୍ତୁ
- Advertisement -
Stay Connected
Comment
- ErnestLab on ୭୪ ବର୍ଷରେ ପାଦ ଦେଲେ ନବୀନ
- aviator_ucSn on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- CharlesOvAts on London Spitfire punches ticket to Overwatch League finals
- mostbet_ocSi on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- mostbet_suOt on ବାଙ୍କୀରେ ଡବଲ୍ ମର୍ଡର : ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników. Opierając się na naszym doświadczeniu, platforma wyróżnia się szybkim działaniem i różnorodnością treści. Vavada Polska jest chętnie wybierana w Polsce przez szeroki wybór gier i bonusów.
Slottica Kasyno dysponuje rozbudowanym katalogiem gier, obejmującym automaty, gry stołowe, kasyno na żywo oraz zakłady sportowe. Platforma współpracuje z czołowymi dostawcami, takimi jak NetEnt, Microgaming i Play’n GO, co przekłada się na wysoką jakość grafiki i płynność rozgrywki.