ଛତ୍ରପୁର – ରାଜ୍ୟରେ ରାଜଧାନୀ ଭୁବନେଶ୍ୱର କରୋନା ହଟ୍ସ୍ପଟ୍ ସହର ପାଲଟିଛି। ଇତି ମଧ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ମାତ୍ରାଧିକ ଏଠାରୁ ହୋଇଥିବାରୁ ଏବେ ଭୁବନେଶ୍ୱରରୁ ବିଭିନ୍ନ ଅଞ୍ଚଳକୁ ଫେରୁଥିବା ବ୍ୟକ୍ତିମାନଙ୍କ ଉପରେ ଅନ୍ୟ ଜିଲା ପ୍ରଶାସନ ନଜର ରଖୁଛି। ଏହି କ୍ରମରେ ଭୁବନେଶ୍ୱରକୁ ଯାଇ ପୁଣି ଗଞ୍ଜାମ ଜିଲାକୁ କେତେକ ଅଫିସର ଫେରିଥିବା ପ୍ରଶାସନ ଜାଣିପାରଛି। ଏପରିକି କେତେକ ଅଫିସର ବିନା ଅନୁମତିରେ ଏବଂ ନ ଜଣାଇ ହେଡ୍ କ୍ୱାଟର୍ ଛାଡି ବାରମ୍ବାର ଭୁବନେଶ୍ୱର ଯାଇ ଫେରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୨ ତାରିଖରୁ ଏପର୍ଯ୍ୟନ୍ତ କେଉଁ ଅଧିକାରୀ ଭୁବନେଶ୍ୱର ଯାଇଛନ୍ତି ସେମାନଙ୍କୁ ଚି଼ହ୍ନଟ କରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଡ଼ିଓ, ତହସିଲଦାର, ବିଏମ୍ସି କମିଶନର ଓ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେମାନଙ୍କୁ ଚି଼ହ୍ନଟ କରାଯିବା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ୨୧ ଦିନିଆ କ୍ୱାରାଣ୍ଟାଇନ୍ରେ ରଖାଯିବ। ଅପରପକ୍ଷରେ ବ୍ରହ୍ମପୁର ସାଉଥକୋର ଅଥରାଇଜ୍ଡ ଅଫିସର ପ୍ରଦୀପ କୁମାର ସାହୁଙ୍କୁ ଜିଲାପାଳ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେ ନ ଜଣାଇ ବାରମ୍ବାର ଭୁବନେଶ୍ୱର ଯାଇଥିବା ଜ଼ିଲାପାଳଙ୍କୁ ଖବର ମିଳିଥିଲା। ତେବେ ତାଙ୍କୁ ୩ ଦିନ ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଥିବା ସୂଚନା ମିଳିଛି।
ଭୁବନେଶ୍ୱର ଯାଇଥିବା ଅଧିକାରୀଙ୍କୁ ଖୋଜୁଛି ଗଞ୍ଜାମ ଜିଲା ପ୍ରଶାସନ
- Advertisement -
Stay Connected
Comment
- Jamestup on Sports among children
- Jamestup on ରାଜ୍ୟରେ ପଞ୍ଚମ କରୋନା ରୋଗୀ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି
- Jamestup on କୋଇଲା ଖଣିରେ ଅଭାବନୀୟ ଘଟଣା
- Jamestup on ଆଜିର ରାଶିଫଳ
- Jamestup on ଗିରଫ ହେଲେ ଗୁଜୁରାଟୀ ଅଭିନେତ୍ରୀ, ଆପତ୍ତିଜନକ ଭିଡିିଓ ତିଆରି କରି ବ୍ଲାକ୍ମେଲ କରିବା ସହ ଲୁଟୁଥିଲେ ଟଙ୍କା

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
Zanurz się w fascynujący świat kasyna online Slottica, popularnej platformy hazardowej, która zdobyła uznanie graczy w ponad 15 krajach Europy, w tym w Polsce, Niemczech i Czechach. Nasza oferta obejmuje przeszło 8500 gier kasynowych od czołowych dostawców, takich jak Games Global, Play’n GO, Pragmatic Play czy EGT. Znajdziesz tu zarówno klasyczne automaty w stylu Book of Dead czy Sizzling Hot Deluxe, jak i nowoczesne sloty z progresywnymi jackpotami, np. Mega Moolah, a także gry stołowe i emocjonujące rozgrywki na żywo z krupierami od Evolution Gaming. Możesz także pobrać naszą oficjalną aplikację, zalogować się na swoje konto lub założyć nowe.