କଟକ: ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଲିଉଡ୍ ଅଭିନେତା ସଲମାନ୍ ଖାନଙ୍କ ଫଟୋ। ଫେସବୁକରେ ବ୍ୟବହାରକାରୀ ଖୁବ୍ ପସନ୍ଦ କରିଛନ୍ତି ସଲ୍ଲୁମିଆଁଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ମନଛୁଆଁ ଫଟୋ।
ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ୍ ଉଦଘାଟନ କରିବା ସମୟରେ କହିଥିଲେ କି ଓଡ଼ିଶାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ସେ ଖୁବ୍ ଖୁସୀ। ଆଜି ବି ବିଶ୍ୱକପ୍ ଉଦଘାଟନୀ ଅବସରରେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରରେ ମୁଖ୍ୟମନ୍ତ୍ରୀ ଖୁସୀ ଥିବା ଦେଖିବାକୁ ମିଳିଛି। ଆଜିର ଅତିଥି ବଲିଉଡ୍ ନାୟକ ସଲମାନ୍ ଖାନଙ୍କ ସହ ତାଙ୍କର ଫଟୋକୁ ଦେଖି ଏହା ସହଜରେ ଅନୁଭବ କରି ହେଉଛି।
ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଏହି କାର୍ଯ୍ୟକ୍ରମରେ ସଲମାନ୍ ଖାନଙ୍କ ସହ ନବୀନଙ୍କ ଫଟୋ ସେସନ୍। ଫେସବୁକରେ ବହୁ ବ୍ୟବହାରକାରୀ ଭିନ୍ନ ଭିନ୍ନ ଶିରୋନାମାରେ ଏହି ଫଟୋକୁ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଭାଇରାଲ୍ ଫଟୋରେ ନବୀନ ଏକ ଚେୟାରରେ ବସିଛନ୍ତି, ପଛରୁ ସଲମାନ୍ ତାଙ୍କର ଦୁଇବାହାକୁ ଧରି ବେକ ପାଖରେ ମୁହଁ ରଖି ଫଟୋ ଉଠାଇଛନ୍ତି। ନବୀନ ମଧ୍ୟ ସଲମାନ୍ଙ୍କୁ ପାଖରେ ପାଇ ଖୁବ୍ ଆନନ୍ଦିତ ଥିବା ଭଳି ଦିଶୁଛନ୍ତି।
ସୋସିଆଲ୍ ମିଡିଆରେ ଭାଇରାଲ ହେଲା ଭାଇଜାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନଙ୍କ ଫଟୋ
1 Comment
1 Comment

Midget duckIs dick cheney really making money iraqJenz fist fightingShe testicle eunuch penis small hangingCunnilingus veidoFree porn videos with extreme facialsAdult
boy scout application formBlack cherokee covered with cum xnxx Breast cancer
awareness longaberger purseSex offenders in decatur gaGirls wanting black cockRare teenage vintage pornPalm
springs gay publicationsRabbit vibrator videoBlas escort sanFree flash player porn videos
galleriesDevelopmetal psychology young adults https://videos.xnxxtubexxx.cc/ Busty black picsAlopecia facial hairFemale adult brainEva green sex videoJapanese breastfeeding adult storiesMermaid comic stripHentai yuji game control mother
sisterGuy makes girl get nakedShoe sex videoOld grandpas vintage xxx xnxx Ana
ivanovic sexy picsFree thia teen pussyLicking hairy assN n boy rubing girls breastHentai
porn games rpgBreast measurements nude modelsFucking dewaeleFree mature pussy galleriesFree machine bondage picsFree pictures slut