ଭୁବନେଶ୍ୱର : ଆଜି ଦିନ ୧୨ଟାରେ ଲୋକସଭା ନିର୍ବାଚନର ତାରିଖକୁ ନେଇ ନିର୍ବାଚନ ଆୟୋଗଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋଡାଙ୍କ ସମେତ ଅନ୍ୟ ନିର୍ବାଚନ ଆୟୁକ୍ତ ମଧ୍ୟ ଉପସ୍ଥିତ ରହିବେ । ପୂର୍ବରୁ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଏବଂ କୌଣସୀ ସମୟରେ ତାରିଖ ଘୋଷଣା ହୋଇପାରେ ବୋଲି ନିର୍ବାଚନ ଆୟୋଗ କହିଥିଲେ । ଲୋକସଭା ନିର୍ବାଚନ ସହ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାନେଇ ମଧ୍ୟ ସମ୍ଭାବନା ରହିଛି । ଏହାସହ ମତଦାନ ଏପ୍ରିଲ ପ୍ରଥମ ସପ୍ତାହରେ ହେବା ନେଇ ଆଶଙ୍କା କରାଯାଉଛି ।
ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ : ଆଜି ଘୋଷଣା ହୋଇପାରେ ନିର୍ବାଚନୀ ତାରିଖ
- Advertisement -
Stay Connected
Comment
- Robertfauts on ବିଧାନସଭା ପରେ ରାଜମହଲ,ବାପୁଜୀନଗର ଏବଂ ଜନପଥ ଅଞ୍ଚଳରେ ଚାଲିଛି ସାନିଟାଇଜେସନ
- Deweywom on ପାକିସ୍ତାନରୁ ଫେରିବା ପରେ ସୁଷମାଙ୍କୁ ଭେଟିଲେ ଅନସାରୀ ।
- BillySoott on ଧୂମପାନ ପରିତ୍ୟାଗ ପାଇଁ ଆପ୍ସ
- Viver De apostas desportivas aplicacoes on ନଡିଆ ଗଛ ପଡି ଶିଶୁକନ୍ୟା ମୃତ !
- Edwardanicy on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !

I’m really loving thhe theme/design of yoyr
weblog. Do yoou ver run inro aany weeb browser compatibilioty problems?
A ckuple of myy bpog audienc havee complainedd about mmy site nnot
workng correctly inn Exlorer buut look great inn Safari.
Do you hhave anny ideas too help fixx thjs problem?
xnxx