ଭୁବନେଶ୍ୱର : ନିୟମ ଉଲଙ୍ଘନ କରି ରାଜ୍ୟରେ ଚାଲିଛି ବେସରକାରୀ ବିଦ୍ୟାଳୟ ! ଏନଓସି ନନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଲିଛି ବେସରକାରୀ ବିଦ୍ୟାଳୟ । ସରକାର ବାରମ୍ବାର ତାଗିତ୍ ସତ୍ୱେ ବିଦ୍ୟାଳୟ କର୍ତ୍ତୁପକ୍ଷ କର୍ଣ୍ଣପାତ ନ କରୁନାହାନ୍ତି । ସେଥିଲାଗି ସରକାର କଡ଼ା ଆଭିଭୁଖ୍ର ଗ୍ରହର କରିଛନନ୍ତି । ଏକ ସ୍ୱତନ୍ତ୍ର ବିଜ୍ଞପ୍ତି ଜରିଆରେ ବେସରକରୀ ବିଦ୍ୟାଳୟର ତାଲିକା ପ୍ରକାଶ କରଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ । କେବଳ ଏହି ତାଲିକା ପ୍ରକାଶ କରିନାହାନ୍ତି ବରଂ ସ୍ବୀକୃତି ପାଇନଥିବା ବେଆଇନ ସ୍କୁଲଗୁଡ଼ିକରେ ନିଜ ନିଜ ପିଲାଙ୍କୁ ନାମ ଲେଖାଇ ହଇରାଣରେ ନ ପଡ଼ିବାକୁ ପରାମର୍ଶ ଦେଇଛନ୍ତି। ଏହି ତାଲିକା ପ୍ରକାଶ ପାଇବା ପରେ ଅଭିଭାବକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।ନିଜ ପିଲା ପଢ଼ୁଥିବା ସ୍କୁଲକୁ ତାଲିକାରେ ନ ପାଇ କେତେକ ଅଭିଭାବକ ଛାନିଆଁ ହୋଇଛନ୍ତି। ସରକାରୀ ତାଲିକା ମୁତାବକ କେନ୍ଦ୍ରାପଡା, ଢେଙ୍କାନାଳରେ ସର୍ବନିମ୍ନ ରହିଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ରହିଛି। ସେହିଭଳି ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ବରଗଡ଼ , କଟକ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କେଉଁଝର, କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ, ମାଲାକାନାଗିରି, ରାୟଗଡ଼ା, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, ସୁବର୍ଣ୍ଣପୁରରେ ଏପରି ଭାବରେ ବିଦ୍ୟାଳୟ ଥିବା ସୂଚନା ମିଳିଛି । ତେବେ କେବେଠାରୁ ସରକାର କାର୍ୟ୍ୟାନୁଷ୍ଠାନ ନେବେ ତାହା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।
ମାତିଛନ୍ତି ଶିକ୍ଷା ବେପାରି, ସରାକରଙ୍କ ବିନା ଅନୁମତିରେ କରୁଛନ୍ତି ଶିକ୍ଷା ଅନୁଷ୍ଠାନ!
1 Comment
1 Comment

Kinky kate gloucester escortJapanese porn stars big naturalsGay video download macFree
funny porno gamesVanda ass gapingLesbian at collegeMan with biggest penis in worldRate hot gay xxxBabe fucked 2010 jelsoft enterprises ltdMemoirs of a geisha score xnxx Vintage spelling
bookTeen cum swappers 2 tubeAdult sites accepting paypalNegro sex slavesCala craves
bukkakeSexy naked vampireBrenda james fucking https://xvideostube.cc/ Free
ebony shemale mobileSize 32 c breastsAmatuer female orgasm compilationBig
boob mature women youtubeBreast plastic surgery best
surgeonGay senior clips freeAlien sex fantacyEmo gay girls videos xnxx
Most popular online porn videoStickroe nudeBus driving experience erotic storyDicks garage vanNaked bbw womenKim kardashians breastsDo women prefer orgasm by masturbationLegalization of gay marriage in pennsylvaniaSexy young girl you tubeWhite guys fucking black girslDick poenekke