ଭୁବନେଶ୍ୱର ; ପ୍ରେମ କରି ବିବାହ କରିବାର ପ୍ରତିଶୃତି ଦେଇ ପ୍ରେମିକାର ଜୀବନ ନେଇଛି ପ୍ରେମିକ । ପ୍ରେମିକାର ମୁଣ୍ଡ କାଟି ହତ୍ୟା କରିବା ସହ ମୃତଦେହକୁ ଚନ୍ଦକା ଜଙ୍ଗଲରେ ଫିଙ୍ଗି ଦେଇଥିଲା ସୈ÷ତାନ ପ୍ରେମିକ ।
ସୂଚନାନୁଯାୟୀ, ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଞ୍ଚଳର ସସ୍ମିତା ବିଶ୍ୱାଳ ନାମକ ଜଣେ ଯୁବତୀ ନିଖୋଜ ହେବା ନେଇ ଗତ ୧୫ ତାରିଖରେ ସତ୍ୟବାଦୀ ଥାନାରେ ଏତଲା ଦିଆଯାଇଥିଲା । ପୁଲିସ ଖୋଳତାଡ କରି ଯୁବତୀଙ୍କୁ ନେଇ ଫେରାର ହୋଇଥିବା ପ୍ରେମିକ ଯୁଧିଷ୍ଟିର ସ୍ୱାଇଁକୁ ଗିରଫ କରିଥିଲା । ଆଉ ଜେରା ବେଳେ ସସ୍ମିତାକୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା ଯୁଧିଷ୍ଟିର । କେବଳ ଏତିକି ନୁହେଁ କିପରି ପ୍ରେମିକାକୁ ହତ୍ୟା କଲା ତା’ର ଡେମୋ ମଧ୍ୟ ଦେଖାଇଥିଲା । ତେବେ ଆଜି ଅଭିଯୁକ୍ତକୁ ସାଙ୍ଗରେ ନେଇ ସତ୍ୟବାଦୀ ପୁଲିସ ଓ ଖଣ୍ଡଗିରି ପୁଲିସ ଚନ୍ଦକା ଜଙ୍ଗଲରୁ ମୁଣ୍ଡକଟା ମୃତଦେହ ଉଦ୍ଧାର କରିଛନ୍ତି ।
ପ୍ରେମିକାର ତଣ୍ଟି କାଟି ହତ୍ୟା କଲା ଜଘନ୍ୟ ପ୍ରେମିକ !
3 Comments
3 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
Dołączając do Casino Slottica Polska, zyskujesz dostęp do wyjątkowych promocji, w tym bonusu powitalnego 250 do 1600 zł oraz 300 darmowych spinów na najpopularniejsze gry. Niezależnie od tego, czy grasz na komputerze, tablecie, czy smartfonie, nasza platforma działa płynnie na każdym urządzeniu. Wypróbuj już dziś i dołącz do ponad 500 tysięcy aktywnych graczy z całego świata!