ନୂଆଦିଲ୍ଲୀ: ଦେଶରରେ ସାଧାରଣ ନିର୍ବାଚନ ଘୁଂଚିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ୨୦୧୪ରେ ଦେଶର ୧୨ଟି ରଜ୍ୟରେ ବିଧାନସଭା ସହିତ ସାଧାରଣ ନିର୍ବାଚନ ହୋଇଥିଲା । ତେବେ ୨୦୧୯ରେ ସମୟର ସୀମା ପୂରୁଥିବା ବେଳେ କେନ୍ଦ୍ର ସରକାର ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ କରିବାକୁ ସ୍ଥର କରିଥିଲେ । କିନ୍ତୁ ଏଥରୁ ଏକମାତ୍ର ରାଜ୍ୟ ତେଲେଙ୍ଗାନା ୯ମାସ ପୂର୍ବରୁ ସରକାର ଭାଙ୍ଗି ପୁର୍ଣ୍ଣ ନିର୍ବାଚନ କରିଥିଲା । ଏଥିକି ବେଳେ କେନ୍ଦ୍ର ସରକାରଙ୍କ ନିଷ୍ପତି ପରିବର୍ତ୍ତନ ହେବାର ସମ୍ଭାବନା ସୃଷ୍ଟି ହେବାସହ ୨ମାସ ନିର୍ବାଚନ ଘୂଂଚିବା ନେଇ ରାଜନିତିଜ୍ଞମାନେ ଆକଳନ କରୁଛନ୍ତି । ଗତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ଓ ବିରୋଧି କଂଗ୍ରେସ ବିଜୟ ହେବାସହ ଦେଶର ଜନାଦେଶ କଂଗ୍ରେସ ସପକ୍ଷରେ ଯାଉଥିବାରୁ ମୋଦୀ ସରକାର ପ୍ରଶାସନିକ ସ୍ତରରେ ଏପରି ନିଷ୍ପତି ନେଇପାରନ୍ତି । ଅନ୍ୟପଟେ ମୋଦୀ ସରକାର ପୂର୍ବରୁ ୮ଟି ରାଜ୍ୟରେ ଏକକ ଭାବେ ଶାସନରେ ଥିବାବେଳେ ଏବେ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ମଧ୍ୟ ହାତରୁ ଖସିଯାଇଛି । ଏହାସହ ବାକି ରାଜ୍ୟ ଗୁଜୁରାଟ, ଗୋଆ, ଝାଡ଼ଖଣ୍ଡ, ଉତରପ୍ରଦେଶ ଓ ତ୍ରିପୁରାରେ ଦଳର ସ୍ଥିତି ମଧ୍ୟ ଅଧୁରା ରହିଛି । ଏପରି ସମୟରେ ମୋଦୀ ସରକାର ମେଂଟରେ ଥିବା ୧୩ଟି ରାଜ୍ୟରେ ସ୍ଥିତି ଅତି ସଙ୍ଗିନ୍ ରହିଛି । ପୂର୍ବରୁ ଗୋଲାପି ବାବା ଟିଡ଼ିପି ମେଂଟରୁ ଗୋଡ଼ ଟେକି ଦେଇଥିବା ବେଳେ ଶିବଦେଶରେ ପାଗଳା ଶିବସେନା ବୋଲରେ ନାହିଁ । ଅନ୍ୟପଟେ ଦେଶରେ ମୋଦୀ ବିରୋଧି ଆଞ୍ଚଳିକ ଦଳକୁ ତୃତୀୟ ସାମୁଖ୍ୟ ଉଭା ହେଉଥିବା ବେଳେ ନବୀନ, ମମତା,ମୁଲାୟନ ଓ ଗୋଲାପି ବାବା ଚନ୍ଦ୍ରଶେଖର ଗୋଠ ଖଣ୍ଡିଆ ହୋଇ ବୁଲୁଛନ୍ତି । ଏପରି ସମୟରେ କ୍ଷମତା ବିକଳିଆ ବାମଦଳ ଏକଘରିଆ ହୋଇ ପଡ଼ିଛି । ବେଙ୍ଗଲରେ ବାମଦଳ ସହିତ ଦିଦିଙ୍କ ମତାନ୍ତର ପାଇଁ ଥାର୍ଡ ପାର୍ଟିରେ ବାମଦଳ ଯୋଗ ଦାନକୁ ଦିଦି ଅଡୁଆ କରୁଛନ୍ତି । ଏହିପରି ଭାବରେ ଦେଶର ବାମଦଳ ଓ ଦକ୍ଷିଣ ପନ୍ଥିଙ୍କ ଅବସ୍ଥା ଅତି ସଙ୍ଗିନ ରହିଛି । ଯାହା ନିର୍ବାଚନ ଘୂଂଚିବା ନେଇ ସମ୍ଭାବନା ସୃଷ୍ଟି କରିଛି । ଅନ୍ୟପଟେ ମୋଦୀଙ୍କ ଜନମାରଣ ନୀତି ଜିଏସଟି, ବିମୁଦ୍ରାକରଣକୁ ନେଇ ବିରୋଧିମାନେ ସାଧାରଣ ଜନତାଙ୍କ ନିକଟରେ ଉଭା ହେଉଛନ୍ତି । ଏହାସହ ମୋଦୀ ସରକାର ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ବିଳମ୍ବ ବିଶେଷକରି ବେକାରୀ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଏବେ ପ୍ରତାରଣା ପାଲଟିଛି । ଯାହା ଏବେ ମୋଦୀ ସରକାର ଜନଆକ୍ରୋଶର ଶିକାର ହୋଇଛି । ଏପରି ସମୟରେ ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେଲେ ମୋଦିଙ୍କ ଆସନ ଟଳମଳ ହେବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ପୂର୍ବରୁ ହୋଇଥିବା ଦେଶରେ ଉପବିର୍ବାଚନରେ ବିଜେପି ୧୦ଟି ଲୋକସଭାରୁ ପରାଜୟ ବରଣ କରିଛି । ମୋଦୀ କ୍ଷମତାକୁ ଆସିବା ବେଳେ ଏନଡ଼ିଏକୁ ଲୋକସଭାରେ ୩୮୨ଟି ସିଟ୍ ମିଳିଥିବା ବେଳେ ଏବେ ୩୭୨ ପହଂଚଛି । ଗତ କିଛି ମାସ ହେବ ବିଜେପି କର୍ଣ୍ଣାଟକରେ ଉପ- ନିର୍ବାଚନରେ ୨ଟି ବିଧାନସଭାରେ ପରାଜିତ ହେବାସହ ୨ଟି ଳୋକସଭାରେ ମଧ୍ୟ ହାତ ଟେକି ଦେଇଥିଲା । ଏପରି ସମୟରେ ଜନାଦେଶ ମୋଦୀ ବିରୋଧି ହେଉଥିବା ବେଳେ ବିକଳ୍ପ ନପାଇଁ ଭୋଟର କଂଗ୍ରେସ ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ଏହି ସମୟରେ ଯଦି ଦେଶରେ ନିର୍ବାଚନ ହୁଏ ତେବେ ପୁଣି ଥରେ ବିରୋଧି କଂଗ୍ରେସ ସିଂହାସନ ଦଖଲ କରିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।
ପରାଜୟ ଭୟ ଗୋଡାଉଛି; ଦେଶରେ ସାଧାରଣ ନିର୍ବାଚନ ଘୂଚିଂବା ସମ୍ଭାବନା!
- Advertisement -
Stay Connected
Comment
- Ralphviz on କୋଇଲା ଖଣିରେ ଅଭାବନୀୟ ଘଟଣା
- BrianFeamb on କୋଇଲା ଖଣିରେ ଅଭାବନୀୟ ଘଟଣା
- Jasonlob on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- Travistajen on କୋଇଲା ଖଣିରେ ଅଭାବନୀୟ ଘଟଣା
- Herbertfak on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Zanurz się w fascynujący świat kasyna online Slottica, popularnej platformy hazardowej, która zdobyła uznanie graczy w ponad 15 krajach Europy, w tym w Polsce, Niemczech i Czechach. Nasza oferta obejmuje przeszło 8500 gier kasynowych od czołowych dostawców, takich jak Games Global, Play’n GO, Pragmatic Play czy EGT. Znajdziesz tu zarówno klasyczne automaty w stylu Book of Dead czy Sizzling Hot Deluxe, jak i nowoczesne sloty z progresywnymi jackpotami, np. Mega Moolah, a także gry stołowe i emocjonujące rozgrywki na żywo z krupierami od Evolution Gaming. Możesz także pobrać naszą oficjalną aplikację, zalogować się na swoje konto lub założyć nowe.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online. Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?