ଅହମଦାବାଦ୍ : ଗୁଜୁରାଟର ଅହମଦାବାଦ୍ରୁ ପୁଲିସ ଜଣେ ଗୁଜୁରାଟୀ ଅଭିନେତ୍ରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଅଭିନେତ୍ରୀ ଜଣକ ନିଜ ଡ଼୍ୟାନ୍ସ ସୋ ଦେଖିବା ପାଇଁ ଲୋକମାନଙ୍କୁ ଡ଼ାକୁଥିବା ବେଳେ ସେମାନଙ୍କ ଆପତ୍ତିଜନକ ଭିଡ଼ିଓ ତିଆରି କରୁଥିଲେ । ପରେ ସେହି ଭିଡ଼ିଓକୁ ଦେଖାଇ ବ୍ଲାକ୍ମେଲ କରିବା ସହ ଟଙ୍କା ହଡ଼ପ କରୁଥିଲେ ବୋଲି ଅଭିଯୋଗ ହୋଇଛି । ଅଭିନେତ୍ରୀଙ୍କ ଏହି କାମରେ ତାଙ୍କୁ ଜଣେ ଯୁବକ ସହଯୋଗ କରୁଥିବା ବେଳେ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି । ସୂଚନା ମୁତାବକ, ଅଭିନେତ୍ରୀ ସଞ୍ଜନା ୨-୩ଟି ଗୁଜୁରାଟୀ ଆଲବମ୍ରେ କାମ କରିଥିବା ବେଳେ ପରେ ତାଙ୍କୁ ଫିଲ୍ମ ମିଳି ନଥିଲା । ତାଙ୍କ ସ୍ୱାମୀ ମଧ୍ୟ ବେକାର ହୋଇ ଘରେ ବସିଥିବାରୁ ସଞ୍ଜନା ସ୍ୱାମୀଙ୍କୁ ଛାଡ଼ି ସୈୟଦ ନାମକ ବ୍ୟକ୍ତିଙ୍କ ସହ ରହିବାକୁ ଲାଗିଥିଲେ । ପରେ ପରେ ଦୁହେଁ ପେଟ ପୋଷିବା ପାଇଁ ଲୋକମାନଙ୍କୁ ଲୁଟିବା ଆରମ୍ଭ କରିବା ସହ ଏକ ଡ଼ାନ୍ସ ବାର୍ ଖୋଲିଥିଲେ । ସେଠାକୁ ଆସୁଥିବା ଲୋକ ନିଶାଗ୍ରସ୍ତ ହେବା ପରେ ସୈୟଦ ସେମାନଙ୍କ ସହ ସଞ୍ଜନାଙ୍କ ଆପତ୍ତିଜନକ ଭିଡ଼ିଓ ତିଆରି କରୁଥିଲେ । ପରେ ସେହି ଭିଡ଼ିଓକୁ ବ୍ୟବହାର କରି ଦୁଇ ଜଣ ଲୋକମାନଙ୍କଠାରୁ ଟଙ୍କା ମାଗୁଥିଲେ । କେହି ପୁଲିସରେ ଅଭିଯୋଗ କରିବା ପାଇଁ କହିବା ପରେ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇ ସଞ୍ଜନା ସେମାନଙ୍କ ମୁହଁ ବନ୍ଦ କରି ନେଉଥିଲେ ।
ଗିରଫ ହେଲେ ଗୁଜୁରାଟୀ ଅଭିନେତ୍ରୀ, ଆପତ୍ତିଜନକ ଭିଡିିଓ ତିଆରି କରି ବ୍ଲାକ୍ମେଲ କରିବା ସହ ଲୁଟୁଥିଲେ ଟଙ୍କା
- Advertisement -
Stay Connected
Comment
- RobertBiorb on ରାଜ୍ୟରେ ପଞ୍ଚମ କରୋନା ରୋଗୀ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି
- RobertBiorb on ଘରେ ପସ୍ତୁତ କରନ୍ତୁ ….ବ୍ରେଡ୍ ପୁଡିଂ ।
- RobertBiorb on ମଧ୍ୟପ୍ରଦେଶ ରାଜନୀତି ସରଗରମ: ଶକ୍ତି ପରୀକ୍ଷା ନେଇ ଅନିଶ୍ଚିତତା
- RobertBiorb on କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର , ଅପରାଧୀ ଲିଟୁ ଆହତ
- RobertBiorb on ଭୁବନେଶ୍ବରର ଏକ ହୋଟେଲରୁ ଠାବ ହେଲେ ଫେରାର କରୋନା ସନ୍ଦିଗ୍ଧ , କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ip камера видеокамеры уличная поворотная ip камеры видеонаблюдения
беспроводной комплект камер видеонаблюдения комплект видеонаблюдения для улицы
лента стальная оцинкованная лента стальная упаковочная оцинкованная
Наша лучшая подборка: https://buysit.ru
Посмотреть на сайте: https://stritstroy.ru