ଭୁବନେଶ୍ୱର : ବିଶ୍ୱର ବୃହତମ ପ୍ରତିମୂର୍ତ୍ତି ଷ୍ଟାଚୁ ଅପ ୟୁନିଟି ନିର୍ମାଣକୁ ନେଇ ଏପର୍ଯ୍ୟନ୍ତ ବାଦ ବିବାଦ ସରିନାହିଁ । ୩ ହଜାର କୋଟିରୁ ଉର୍ଦ୍ଦ ବ୍ୟୟରେ ଏହି ପ୍ରତିମୂର୍ତ୍ତି ନିର୍ମାଣ ହୋଇଥିଲା । ଗୁଜୁରାଟ ପର୍ଯ୍ୟଟନ ବିକାଶ ନିଗମର ମୁଖ୍ୟ ସନାତନ ପାଞ୍ଚୋଲିଙ୍କ କହିବା ଅନୁଯାଇ , ଗୁଜୁରାଟରେ ବର୍ଷକୁ ପ୍ରୟ ୫କୋଟି ପର୍ଯ୍ୟଟକ ଆସୁଥିବା ବେଳେ ୨୦୨୦ ସୁଦ୍ଧା ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ୭.୫ କୋଟି ବୃଦ୍ଧି ପାଇବ । ଯାହା ଫଳରେ ରାଜ୍ୟ ସରକାର ବିପୁଳ ରାଜସ୍ୱ ଆୟ କରିବେ । ତାଙ୍କ କହିବା ଅନୁଯାଇ ଗତ ଅକ୍ଟୋବର ୩୧ରେ ଉନ୍ମୋଚିତ ଷ୍ଟାଚୁ ଅଫ ୟୁନିଟକୁ ଏପର୍ଯ୍ୟନ୍ତ ପ୍ରୟ ୩ ଳକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଏହି ଷ୍ଟାଚୁ ଯୋଗୁଁ ଗୁଜୁରାଟରେ ଦିନକୁ ଦିନ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଲାଣି ।
ମାଲାମାଲ ହେବେ ଗୁଜୁରାଟ ସରକାର !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Justingog on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- 1win_rkMi on ୟୁନିୟନ୍ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା
- AndrewelefT on ତେଲେଙ୍ଗାନା ଏନ୍କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ
- chicken-road_sqEl on ହୃଦରୋଗର ସରଳ ଉପଚାର
- RobertTreft on ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡର ଉପାଧ୍ୟକ୍ଷ
