ବିହାର,୨୫/୧୧: ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ନାଳନ୍ଦା ଜିଲ୍ଳା ଅର୍ନ୍ତଗତ ଏକ ପର୍ଯ୍ୟଟନସ୍ଥଳ ରାଜଗୀରର ଘୋଡା କଟୋରା ହୀଲରେ ୭୦ଫୁଟ ଉଚ୍ଚର ବୁଦ୍ଧ ପ୍ରତିମାକୁ ଅନାବରଣ କରିଛନ୍ତି। ଭଗବାନ ବୁଦ୍ଧଙ୍କର ଏହି ପ୍ରତିମା ଘୋଡା କଟୋରା ହିଲ ମଧ୍ୟରେ ତିଆରି ହୋଇଛି । ଏବେ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏହି ଘୋରା କଟୋରାର ମନରୋମ ଦୃଶ୍ୟ ଦେଖିବା ସହିତ ବୁଦ୍ଧଙ୍କ ଦର୍ଶନ ମଧ୍ୟ କରିପାରିବେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିହାର ସରକାର ରାଜଗୀରକୁ ବିଶ୍ୱସ୍ତରର ଏକ ପର୍ଯଟନ ସ୍ଥଳ ବନାଇବାକୁ ଲଗାତାର ଗୁରୁତ୍ୱ ଦେଇ ଆସୁଛନ୍ତି ।
ବୁଦ୍ଧଙ୍କ ୭୦ ଫୁଟ ପ୍ରତିମାକୁ ଉନ୍ମୋଚନ କଲେ ନିତିଶ କୁମାର
- Advertisement -
Stay Connected
Comment
- Carldag on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- Kapelnica ot pohmelya_lrKt on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- Kenvibia on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
- TodAdede on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- chicken-road_rqSl on ୧୫୯ ଗ୍ରାମର ବ୍ରାଉନସୁଗାର ଜବତ,ଜଣେ ଗିରଫ !

Читать расширенную версию: https://stritstroy.ru
дизайнерские бра потолочные светильники в стиле лофт
Everything for Minecraft https://topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.