ଅକ୍ଲାଣ୍ଡ,୧୯।୧୦- ପାକିସ୍ତାନ ବିପକ୍ଷରେ ୟୁଏଇଠାରେ ହେବାକୁ ଥିବା ଦିନିକିଆ ସିରିଜ୍ରୁ ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗୁପଟିଲ ବାଦ୍ ପଡ଼ିଛନ୍ତି। ପ୍ଲଙ୍କେଟ ଶିଲ୍ଡ ଘରୋଇ ପ୍ରତିଯୋଗିତାରେ ଖେଳୁଥିବାବେଳେ ତାଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା। ସ୍କାନ କରାଯିବା ପରେ ତାଙ୍କୁ ସମ୍ପୂର୍ଣ୍ଣ ଫିଟ୍ ହେବା ଲାଗି ଅତିକମ୍ରେ ୪ ସପ୍ତାହ ଲାଗିବ। ଏସି ସିରିିଜ୍ରେ ୩ ଦିନିକିଆ ଓ ୩ ଟି୨୦ ମ୍ୟାଚ୍ ଖେଳାଯିବ। ଏହାପରେ ନଭେମ୍ବର ୧୬ରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଏଣୁ ଟେଷ୍ଟ ସିରିଜ୍ରେ ଗୁପଟିଲ ଖେଳିପାରିବେ। ମାତ୍ର ସେ ଗତ ଦୁଇ ବର୍ଷ ହେଲା ଅନ୍ତର୍ଜାତୀୟ ଟେଷ୍ଟରେ ଖେଳି ନାହାନ୍ତି।
ପାକିସ୍ତାନ ଗସ୍ତରୁ ଗୁପଟିଲ ବାଦ୍
Leave a Comment
Leave a Comment
- Advertisement -
Stay Connected
Comment
- lasix diuretico on ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ପାଇଁ ପାନୀୟ ଜଳ ଯୋଜନାର ସମୀକ୍ଷା
- slotica on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- slottica casino on Why local US newspapers are sounding the alarm
- soltica casino on ଭାରସାମ୍ୟ ହରାଇ ୪୦ଫୁଟ୍ ତଳେ ଟ୍ରକ୍ ; ଚାଲିଗଲା ୮ଜଣଙ୍କ ଜିବନ, ୨୫ ଗୁରୁତର ଆହତ !
- slottica casino on All you need to know about penalty shootouts
