ଭୁବନେଶ୍ୱର: ଦେଶକୁ ଅଚଳ କରିଦେଲା ଶ୍ରମିକ । କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତିକୁ ନେଇ ସାରା ଦେଶରେ ଶ୍ରମିକ ଆନ୍ଦୋଳନ ତିବ୍ରତର ହେଲା । କେନ୍ଦ୍ର ସରକାରଙ୍କ ଶ୍ରମିକ ସଂଶୋଧନ ବିଲ ତଥା ଭିନ୍ନ ସମୟରେ ଶ୍ରମିକମାରଣ ନୀତି ବିରୋଧିରେ ଦେଶର ୧୦ଟି ଶ୍ରମିକ ସଂଗଠନର ପ୍ରାୟ ୩୦କୋଟିରୁ ଅଧିକ ଶ୍ରମିକ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଦେଶର ବିଜେପି , ଏନଡ଼ିଏ ବିରୋଧିରେ ଦେଶର ପ୍ରାୟ ସମସ୍ତ ଆଂଚଳିକ ଦଳର ଶ୍ରମିକ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏହି ଆନ୍ଦୋଳନକୁ ଦେଶର ଟେଲିକମ୍ ସଂସ୍ଥା , ବ୍ୟାଙ୍କ, ବିମା,ଖଣି, ଖାଦାନ, ବିଦ୍ୟୁତ୍ କର୍ମଚାରୀ, ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଶ୍ରମିକ ସାମିଲ ହୋଇଥିବା ବେଳେ, ବିଶେଷକରି ଦେଶର ପ୍ରମୁଖ ଶ୍ରମିକ ସଂଗଠନ ଏଆଇସିୟୁଟିସି, ସିଆଇଟିୟୁ, ଏଚଏମଏସ, ଏଆଇୟୁଟିୟୁସି,ଟିୟୁସିସି, ଏଆସିସିଟିୟୁ ସଂଗଠନ ସକ୍ରିୟ ଭାବେ ସାମିଲ ହୋଇ ଆନ୍ଦୋଳନକୁ ସଫଳ କରିଛନ୍ତି ।
୧୨ ଦଫା ଦାବିରେ ଦେଶର ପ୍ରମୁଖ୍ୟ ଟ୍ରେଡ଼ ଯୁନୟନ୍ ସଙ୍ଗଠନ , କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି ବିରୋଧରେ ୨ ଦିନ ବନ୍ଦ ଡ଼ାକରା ଦେଇଥିବା ବେଳେ ଆଜି ପ୍ରଥମ ଦିନରେ ଦେଶକୁ ଅକାମୀ କରିଛି ଶ୍ରମିକ । ବାରମ୍ବାର ଶ୍ରମିକ ମାରଣ ନୀତି ଅପଣାଇବା ସୀମା ଲାଙ୍ଘିଛି । ସାଧାରଣ ଶ୍ରମିକ, ଖଟିଖିଆ ମଣିଷ, ଠିକା କର୍ମଚାରୀ ବଂଚିବା ଦୁର୍ବିଶ ହୋଇଛି । ଯାହାର ପରିଣାମ ଆଜି ଦେଶରେ ଭୟଙ୍କର ରୂପନେଇଛି । ଦେଶର ମାଲିକ ଓ କମ୍ପାନୀ ସ୍ୱାର୍ଥରେ ଶ୍ରମ ଆଇନ ସଂଶୋଧନ କରିବା ଦାବି ତଥା ପ୍ରୋଟୋଲ, ଡ଼ିଜେଲ, ରନ୍ଧନ ଗ୍ୟାସ୍ର ମୂଲ୍ୟ ବୃଦ୍ଧି ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧି ଯାହା ସାଧାରଣ ମଣିଷ ବଂଚିବା କଷ୍ଟକର ହୋଇଛି । ଏହିସମୟରେ ସମସ୍ତ ସରକାରୀ କର୍ମଚାରୀଙ୍କ ଦରମା ଦୁଇଗୁଣିତ ହୋଇଥିବା ବେଳେ କୃଷକ, ଶ୍ରମିକ,ଠିକା କର୍ମଚାରୀଙ୍କ ପ୍ରତି ସରକାର ଉଦାର ନୀତି ଅପଣାଇଛନ୍ତି । ଯାହା ସାଧାରଣ ମଣିଷକୁ ଆନ୍ଦୋଳନକୁ ଓଲ୍ଲାଇବାକୁ ବାଧ୍ୟ କରିଛି । ଏହା ସହ ଶ୍ରମିକଙ୍କୁ ମାସିକ ୧୮ ହଜାର ଓ ୬ ହଜାର ପେନ୍ସନ୍ ଦାବି ଉଠାଇଛି ଶ୍ରମିକ ସଂଗଠନ । ତେବେ ସ୍ଥାଇ ସଂସ୍ଥାରେ ଠିକାକର୍ମଚାରୀ ବନ୍ଦ କରିବା ଓ ଶିକ୍ଷା ସ୍ୱାସ୍ଥ୍ୟ ବିମା ଓ ସେବା କ୍ଷେତ୍ରରେ ଖାଲି ପଡ଼ିଥିବା ପଦବିକୁ ତୁରନ୍ତ ପୂରଣ କରିବା ଦାବିରେ ଆନ୍ଦୋଳନକୁ ଓଲ୍ଲାଇଛି ଶ୍ରମିକ । ଏତିକିରେ ସରିନାହିଁ ଦାବି ସରକାର ଘରୋଇକରଣ ବନ୍ଦ କରିବା ସହ ପବ୍ଲିକ୍ ସେକ୍ଟର ଉଦ୍ୟଗରୁ ପୁଞ୍ଜିପ୍ରତ୍ୟାହାର ବନ୍ଦ କରିବା ଓ ବିମା ବ୍ୟାଙ୍କ ରେଳ, ଓ ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ନିବେଶ ସରକାରଙ୍କ ନିଷ୍ପତି ଗରୀବ ଭୋକିଲା ପେଟକୁ ନାତ ମାରିବା ସଦୃଶ୍ୟ ହୋଇଛି । ଏହାସହ ସରକାରୀ ଯୋଜନାରେ ନିୟୋଜିତ ତଥା ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନରେ ନିୟୋଜିତ କର୍ମଚାରୀ, ପାଚିକା ସହାୟିକା, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମଚାରୀଙ୍କ ଦରମା ମାସିକ ୧୮ ହଜାର ଦାବି ଉଠାଇଛି ଶ୍ରମିକ ।
ଏହି ଆନ୍ଦୋଳନର ପ୍ରଭାବରେ ସାରା ଦେଶକୁ ଶ୍ରମିକ ଅକାମୀ କରିଦେଇଥିବା ବେଳେ ଆମ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବ୍ୟାଙ୍କ ବିମା ଗାଡ଼ିଚଳାଚଳ, ଗମନାଗମନ ଠପ୍ ହୋଇଯାଇଛି । ଆନ୍ଦୋଳନ ଫଳରେ ରାଜ୍ୟର ସମସ୍ତ ଖଣି ଖାଦାନ ଠପ୍ ହେବାସହ ହଜାର ହଜାର କୋଟି ରାଜସ୍ୱ ହରାଇଛି ରାଜକୋଷ ।
ଅନ୍ୟପଟେ ଦେଶର ସମସ୍ତ ସେବା ମୂଳକ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ବ୍ୟାଙ୍କ ଅଫ ବରୋଦା , ଦିନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇନଥିବା ଜଣାପଡ଼ିଛି ।
ଦେଶକୁ ଅଚଳ କରିଦେଲା ଶ୍ରମିକ; ସରକାରଙ୍କ ଶ୍ରମିକମାରଣ ନୀତି ଶ୍ରମିକ ଆନ୍ଦୋଳନକୁ ତିବ୍ରତର କଲା !
1 Comment
1 Comment

Fun cartoon porn gamsAnal latina maidsErotic massage in cocoa flWomen bound and fucked in publicSexy hot nude langerieDofemale monkeys have penisLesbians grinding vidoesAmateur husband films wife fucking friendAdults fucking picturesBethany aka
pink porn rrt xnxx Free nude aisan womanMandingo porn interviewTeen job search in canadaFree videos
of moms hot milfs naked wives sexySexual homicide
victims floridaHow to avoid sexual immoralityOnline porn camFoxy
angel shemales ebonyGrandma big tits boobsNude short teens with big boobs https://beta.xnxxtubexxx.cc/ Hentai bondage queen kateDoes a sex addiction mean he will be unfaithfullPorn from
the insideThai bondage girls bondageLive girls vitual interactive sex gamesMen naked
shower videoEuro interracialClarksville tennessee sex offendersBondage panty stories bra wet smell xnxx Different dick sizes contestHow can a adult man grow tallerLeg porn moviesNaked scenes on reality tvSample video bbwJapanese porn star
picsAsian l adyboysPeople’s nude picturesSexy tattoo videosMasterbateing pornChubby mature saggy tit sluts