ରାୟଗଡ଼ା : ଦେବାଦେବୀଙ୍କ ଫଟୋ ପୋଡିବା ସହ ଏହାର ଭାଇରାଲ ଘଟଣାରେ ଜଣେ ଯୁବକକୁ ଗିରଫ କରିଛି ପୁଲିସ। ଗିରଫ ଯୁବକ ଜଣକ ହେଉଛନ୍ତି ଟିକିରି ଥାନା ଅନ୍ତର୍ଗତ ପାଞ୍ଚାଳି ଗାଁ’ର ଅଗସ୍ତି ଗରେଡା। ଯୁବକ ଜଣକ ନିଜକୁ ଜଣେ ଏସ୍ଏସ୍ଟି ମାଇନର କମ୍ୟୁନିଟିର ବୋଲି ଦାବି କରିବା ସହ ଗାଁ’ର କିଛି ଯୁବକଙ୍କୁ ଧରି ଫଟୋ ପୋଡିଥିଲେ। ଏହାସହ ଦେବାଦେବୀଙ୍କ ଫଟୋ ପୋଡିବା ବେଳେ ଆମ୍ବେଦକରଙ୍କ ଫଟୋକୁ ମଧ୍ୟ ପୂଜା କରୁଥିଲେ। ଏହି ସମୟରେ ଏହାର ଫଟୋ ଉଠାଇବା ସହ ଭଇରାଲ କରୁଥିଲେ। ଏଭଳି ଉଦ୍ୟମ ସାମ୍ପ୍ରଦାୟିକ ସଦ୍ଭାବନା ନଷ୍ଟ କରୁଥିବା ଅଭିଯୋଗରେ ରାୟଗଡ଼ା ପୁଲିସ ଯୁବକ ଜଣକୁ ଗିରଫ କରିଛି। ଏହାବ୍ୟତୀତ ଏହି ଫଟୋଗୁଡିକୁ ଅଧିକ ଭାଇରାଲ ନ କରିବାକୁ ଯୁବକକୁ ତାଗିଦ୍ କରାଯାଇଥିବା ନେଇ ରାୟଗଡ଼ା ଏସ୍ପି ଏକ ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି।
ଦେବାଦେବୀଙ୍କ ଫଟୋ ପୋଡିବା ସହ ଏହାର ଭାଇରାଲ ଘଟଣାରେ ଜଣେ ଯୁବକ ଗିରଫ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- melbet_gzKr on ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର !
- Kak naiti cheloveka po nomery telefona_cwsr on ସାମ୍ନାକୁ ଆସିଲା ରାଜ୍ୟରେ ଆଉ ୪ କରୋନା ପଜିଟିଭ୍ଙ୍କ କେସ୍ ହିଷ୍ଟ୍ରି
- Kak naiti cheloveka po nomery telefona_nesr on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- Kak naiti cheloveka po nomery telefona_djsr on ପ୍ରଶାସନିକସ୍ତରରେ ଅଦଳବଦଳ
- Kak naiti cheloveka po nomery telefona_jysr on Architecture beach blue chairs
