ୱାଶିଂଟନ୍ : ଆମେରିକାର ୪୧ ତମ ରାଷ୍ଟ୍ରପତି ଜର୍ଜ ଏଚଡବ୍ଲ୍ୟୁ ବୁଶ ଆଉ ନାହାନ୍ତି । ହୋଷ୍ଟନରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ଆରମେରିକା ସମୟ ଅନୁଯାଇ ରାତି ୧୦.୧୦ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତ । ୧୯୨୪ ମସିହା ଜୁନ୍ ୧୨ରେ ଜନ୍ମ ଗ୍ରହଣ କରିଥିବା ବୁଶ ୧୯୬୪ରେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୮୦ରେ ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଲଢ଼େଇ କରିଥିଲେ ହେଁ ପରାସ୍ତ ହୋଇଥିଲେ। ସେ ୧୯୮୧ରୁ ୧୯୮୯ ଯାଏ ଆମେରିକାର ଉପ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ସେ ୧୯୮୯ ଜାନୁଆରୀ ୨୦ରୁ ୧୯୯୩ ଜାନୁଆରୀ ୨୦ ପର୍ୟ୍ୟନ୍ତ ଆମେରିକାର ରାଷ୍ଟ୍ରପତି ରହିଥିଲେ । କିନ୍ତୁ୧୯୯୨ରେ ଦେଶରେ ନୂଆ ଟିକସ୍ ବ୍ୟବସ୍ଥା ପ୍ରଣୟନ କରିବାରୁ ତାଙ୍କୁ ଜୋରଦାର ବରୋଧ କରାଯାଇଥିଲା। ଏଥିପାଇଁ ସେ ଦ୍ୱିତୀୟ ଥର ଆମେରିକା ଶାସନ ଦଖଲ କରିବାରେ ଅସମର୍ଥ ହୋଇଥିଲେ।
ଜର୍ଜ ଏଚଡବ୍ଳ୍ୟୁ ବୁଶଙ୍କ ପରଲୋକ !
Mandatory Credit: Photo by Mark Reinstein/REX/Shutterstock (3627110ab)
President George H.W. Bush addresses the nation from the Oval Office, Washington DC
President George H W Bush
President George H.W. Bush addresses the nation from the Oval Office two days after the announcement of the "not guilty" verdict in the trial of four white Los Angles police officers charged with using excessive force against a black suspect, Washington DC
Leave a Comment
Leave a Comment
- Advertisement -
Stay Connected
Comment
- DavidCox on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- viagra concert on ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ
- vibramycin for dogs on ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ପାଇଁ ପାନୀୟ ଜଳ ଯୋଜନାର ସମୀକ୍ଷା
- furosemide 20 mg tablet for dogs on ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- diflucan generic cost without insurance on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
