ଯାଜପୁର: ବିଦ୍ୟୁତ ବିଭାଗ ଅବହେଳା ନେଇଗଲା ଚାଷୀର ଜୀବନ । ତେବେ ବିଦ୍ୟୂତ ବିଭାଗର ଅପରାଗତ ଯୋଗୁଁ କେତେବେଳେ ହାତୀର ମୃତ୍ୟୂ ହେଉଛି ତ ଆଉ କେତେବେଳେ ଧନଜୀବନ ନଷ୍ଟ ହେଉଛି । ତେବେ ଗତ କିଛି ଦିନ ତଳେ ହାତୀଙ୍କ ଜୀବନ ଯାଇଥିବା ବେଳେ ଏବେ ପୁଣି ବିଦ୍ୟୁତ ଆଘାତରେ ଜଣେ ଚାଷୀଙ୍କ ଜୀବନ ଯାଇଛି । ଏଭଳି ଦୁଖଦଃ ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ବ୍ଳକ ରହେମାନପୁର ଗାଁରେ । ମୃତ ଚାଷୀ ଜଣଙ୍କ ହେଲେ ରବି ମଳିକ । ସୂଚନା ମୁତାବକ, ରବି ଶୁକ୍ରବାର ଦିନ ସକାଳୁ ଧାନ କାଟିବାକୁ ବିଲକୁ ଯାଇଥିବା ବେଳେ ଛିଡିପଡିଥିବା ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ତେବେ ରବିଙ୍କ ମୃତ୍ୟୁକୁ ନେଇ ରହେମାନପୁର ଗାଁ ଲୋକେ ବିଦ୍ୟୁତ ବିଭାଗକୁ ଦାୟୀ କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବୀ କରିଛନ୍ତି । ଅନ୍ୟପେ ଟ ରବିଙ୍କ ପରିବାର କହିଲେ ୪ ଝିଅ । ତେବେ ବଡ ଝିଅର ବାହାଘର ହୋଇସାରିଥିବା ବେଳେ ଆଉ ତିନି ଝିଆ ପାଠ ପଢୁଛନ୍ତି । ତେଣୁ ଏନେଇ ରବିଙ୍କ ସଂମ୍ପର୍କୀୟ ଦାବି କରିଛନ୍ତି କି ,ଆର୍ଥିକ ସହୟତା ଯୋଗାଇ ଦେବାସହ ୩ ଜଣ ଝିଅଙ୍କୁ ଥଇଥାନ କରିବାକୁ । ସେପଟେ ଗାଁ ଲୋକଙ୍କ ଜରି ଆରେ ବିଦ୍ୟୁତ ବିଭାଗ ନାମରେ ଥାନା ରେ ଏତଲା ଦାୟର କରାଯାଇଛି । ଏତଲାକୁ ନେଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ଛିଡିଗଲା ୧୧ କେଭି ବିଦ୍ୟୁତ ତାର, ଚାଲିଗଲା ଚାଷୀର ଜୀବନ !
- Advertisement -
Stay Connected
Comment
- Rickgraic on ଆଜିର ରାଶିଫଳ
- Kenvibia on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- Damonfen on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- ChristianApape on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- DaxGaw on ପାଗଳ କରିଛି ଧନୀ ହେବା ନିଶା; ବିଶାକ୍ତ ସାପ ପଛରେ ଧାଇଁଛନ୍ତି ଶହ ଶହ ଯୁବକ !

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online. Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?
Co wyróżnia Slottica na tle innych stron podobnych do Kasyno Total? Lobby gier stale rośnie dzięki współpracy z uznanymi studiami developerskimi, takimi jak Maskot Gaming, BGaming, Play’n Go, Gamzix, NetEnt oraz Playson. Dzięki temu gracze mają dostęp zarówno do klasycznych automatów, jak i nowoczesnych slotów z rozbudowaną grafiką i dodatkowymi funkcjami bonusowymi.