ଅହମଦାବାଦ୍ : ଗୁଜୁରାଟର ଅହମଦାବାଦ୍ରୁ ପୁଲିସ ଜଣେ ଗୁଜୁରାଟୀ ଅଭିନେତ୍ରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଅଭିନେତ୍ରୀ ଜଣକ ନିଜ ଡ଼୍ୟାନ୍ସ ସୋ ଦେଖିବା ପାଇଁ ଲୋକମାନଙ୍କୁ ଡ଼ାକୁଥିବା ବେଳେ ସେମାନଙ୍କ ଆପତ୍ତିଜନକ ଭିଡ଼ିଓ ତିଆରି କରୁଥିଲେ । ପରେ ସେହି ଭିଡ଼ିଓକୁ ଦେଖାଇ ବ୍ଲାକ୍ମେଲ କରିବା ସହ ଟଙ୍କା ହଡ଼ପ କରୁଥିଲେ ବୋଲି ଅଭିଯୋଗ ହୋଇଛି । ଅଭିନେତ୍ରୀଙ୍କ ଏହି କାମରେ ତାଙ୍କୁ ଜଣେ ଯୁବକ ସହଯୋଗ କରୁଥିବା ବେଳେ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି । ସୂଚନା ମୁତାବକ, ଅଭିନେତ୍ରୀ ସଞ୍ଜନା ୨-୩ଟି ଗୁଜୁରାଟୀ ଆଲବମ୍ରେ କାମ କରିଥିବା ବେଳେ ପରେ ତାଙ୍କୁ ଫିଲ୍ମ ମିଳି ନଥିଲା । ତାଙ୍କ ସ୍ୱାମୀ ମଧ୍ୟ ବେକାର ହୋଇ ଘରେ ବସିଥିବାରୁ ସଞ୍ଜନା ସ୍ୱାମୀଙ୍କୁ ଛାଡ଼ି ସୈୟଦ ନାମକ ବ୍ୟକ୍ତିଙ୍କ ସହ ରହିବାକୁ ଲାଗିଥିଲେ । ପରେ ପରେ ଦୁହେଁ ପେଟ ପୋଷିବା ପାଇଁ ଲୋକମାନଙ୍କୁ ଲୁଟିବା ଆରମ୍ଭ କରିବା ସହ ଏକ ଡ଼ାନ୍ସ ବାର୍ ଖୋଲିଥିଲେ । ସେଠାକୁ ଆସୁଥିବା ଲୋକ ନିଶାଗ୍ରସ୍ତ ହେବା ପରେ ସୈୟଦ ସେମାନଙ୍କ ସହ ସଞ୍ଜନାଙ୍କ ଆପତ୍ତିଜନକ ଭିଡ଼ିଓ ତିଆରି କରୁଥିଲେ । ପରେ ସେହି ଭିଡ଼ିଓକୁ ବ୍ୟବହାର କରି ଦୁଇ ଜଣ ଲୋକମାନଙ୍କଠାରୁ ଟଙ୍କା ମାଗୁଥିଲେ । କେହି ପୁଲିସରେ ଅଭିଯୋଗ କରିବା ପାଇଁ କହିବା ପରେ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇ ସଞ୍ଜନା ସେମାନଙ୍କ ମୁହଁ ବନ୍ଦ କରି ନେଉଥିଲେ ।
ଗିରଫ ହେଲେ ଗୁଜୁରାଟୀ ଅଭିନେତ୍ରୀ, ଆପତ୍ତିଜନକ ଭିଡିିଓ ତିଆରି କରି ବ୍ଲାକ୍ମେଲ କରିବା ସହ ଲୁଟୁଥିଲେ ଟଙ୍କା
- Advertisement -
Stay Connected
Comment
- Narkologicheskii stacionar_nvsa on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- 1win_niKi on ବାଲେଶ୍ୱର ସିମୁଳିଆଥାନା ଧଉଳିଗ୍ରାମରେ ବଧୁ ଆତ୍ମହତ୍ୟା
- KrisChamy on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- MiguelDaple on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- Narkologicheskii stacionar_jbsa on ୟୁନିୟନ୍ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା

ip камера видеокамеры уличная поворотная ip камеры видеонаблюдения
беспроводной комплект камер видеонаблюдения комплект видеонаблюдения для улицы
лента стальная оцинкованная лента стальная упаковочная оцинкованная
Наша лучшая подборка: https://buysit.ru
Посмотреть на сайте: https://stritstroy.ru
шкафы купе по индивидуальным размерам шкафы купе на заказ
шкафы по размерам https://шкафы-заказать.рф
Нужна стальная лента? лента стальная купить широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства
сериалы бесплатно сериал сверхъестественное лучше смотреть
лучшие стоматологии москвы современная стоматология
лента бандажная оцинкованная лента стальная упаковочная мягкая
yacht rent Montenegro charter yacht Montenegro luxury experience
промокоды пятерочка доставка промокод на первую покупку пятерочка
Everything for Minecraft https://www.topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Everything for Minecraft http://www.topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Everything for Minecraft http://www.topminecraftworldseeds.com/ in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Everything for Minecraft https://topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.