ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ତଳନଗର ମହାବିଦ୍ୟାଳୟର ବଟାନି ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟାୟଙ୍କ ଘରେ ଭିଜିଲାନର ଚଢାଉ । ବାଲେଶ୍ୱରର ୫ଜଣିଆ ଭିଜିଲାନସ ଦଳ ଏକା ସାଙ୍ଗରେ ଚଢାଉ କରି ନଗଦ ୩ଲକ୍ଷରୁ ଉର୍ଦ୍ଧ ଟଙ୍କା ସହିତ ବହୁ ପରିମାଣର ସୁନା, ରୂପା ଜବତ କରିଛି । ସୂଚନା ଅନୁଯାଇ ରାମଚନ୍ଦ୍ରଙ୍କ ବାହାନଗା ବ୍ଲକ ଅସିମିଳା ଠାରେ ଥିବା ବାସ ଭବନ, ତଳନଗର କଲେଜ ଛକରେ ଥିବା ୨ଟି ବିଲଡିଂ ରେ ଭିଜିଲାନସର ଚଢାଉ ହୋଇଛି । ଆୟବର୍ହିଭୁତ ସମ୍ପତି ଠୁଳ ହୋଇଥିବା ଅଭିଯୋଗରେ ଏହି ଚଢଉ ଚାଲିଥିବା ଜଣାପଡ଼ିଛି ।
ଭିଜିଲାନସର ଚଢଉ !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
