ତାଳଚେର: ବୋଲରେ ନାହିଁ ସରକାରଙ୍କ ଖଣି ନୀତି । ଗତକାଲି ତାଳଚେର ଥାନା ନିକଟ ଏକ ପକ୍କାଘର ଦବି ଯିବା ଫଳରେ ସାରା ତାଳଚେରବାସୀଙ୍କ ନିଦ ଉଡ଼ାଇ ଦେଇଛି । ସରକାରଙ୍କ କମ୍ପାନୀ ତୋଷଣ ନୀତିକୁ ନେଇ ତାଳଚେରବାସୀ ଏକ ହୋଇ ସରକାର ବିରୋଧରେ ଆନ୍ଦୋଳନ ଡ଼ାକରା ଦେଇଛି । ଆଜି ବାଇପାସ ଛକ ନିକଟରେ ଶତାଧିକ ଲୋକ ୫୩ ନମ୍ବର ଜାତୀୟ ରାଜପଥ ଅପରୋଧ କରିବା ସହ କୋଇଲା ପରିବହନକୁ ଠପ୍ କରି ଦେଇଛନ୍ତି । ସରକାର ଓ କମ୍ପାନୀ ମଧ୍ୟରେ ସଲାସୁତରା ହୋଇ ବର୍ଷ ଧରି ଖଣିକୁ ଲୁଟ୍ କରିଥିବା ବେଳେ ଖଣିନୀତିକୁ ପାଦରେ ଦଳି ଦେଇଛନ୍ତି । ଗତକିଛିବର୍ଷ ହେବ ଏମସିଏଲ ଓ ଚମ୍ପାପଶି ଖଣିରୁ କୋଇଲା ସରିଯିବା ପରେ ମାଲିକ ମାଲେମାଲ୍ ହୋଇ ଚାଲିଯିବା ପରେ ଖଣିରେ ହୋଇଥିବା ଗର୍ତ୍ତକୁ ବାଲି ଭର୍ତ୍ତି ନକରି ଫେରାର ହୋଇଯାଇଛି । ସରକାରଙ୍କ ଖଣିନୀତି ନିୟମକୁ ପାଦରେ ଦଳି ଦେବାସହ ଖୋଲମଖୁଲା ଉଲ୍ଲଂଘନ ହୋଇଛି । ଯାହାଦ୍ୱାରା ସହରବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଯାହାକୁ ନେଇ ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଯାହାକୁ ନେଇ ସରକାର ବିରୋଧରେ ଜନଆନ୍ଦୋଳନ ହେଉଥିବା ଦେଖିବାକୁ ମିଳିଛି ।
ପୁଣି ଦବିଲା ତାଳଚେର; ଗୁହାରୀ କଲେ ଶୁଣୁନି ସରକାର, କମ୍ପାନୀ ଓ ସରକାରଙ୍କ ଏ ଅସାଧୁ ମେଂଟ, ବାନ୍ଧିଲାଣି ଜନଆନ୍ଦୋଳନ !
- Advertisement -
Stay Connected
Comment
- AnthonyPunda on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- 1win_pbkn on କାମ ଦେଲାନି ମୋଦୀ ଯାଦୁ : ପଞ୍ଚମ ଥର ନବୀନ; ବିଜେପି ନିଷ୍ପ୍ରଭ, ମାଟି କାମୁଡ଼ିଲା କଂଗ୍ରେସ
- 1win_gpol on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- 1win_biPt on ଖାରବେଳଙ୍କୁ ଆକ୍ରମଣ ଘଟଣା : ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା
- aviator_joSt on ଭାଗ ନଛିଡ଼ିବରୁ ପିଟା ପିଟି !

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Casino vavada zyskuje pozytywne opinie dzięki różnorodnej ofercie obejmującej sloty, gry stołowe oraz turnieje z evolution gaming. Kasyno online oferuje bonus powitalny, darmowe spiny i bonusy oraz kody promocyjne dla nowych graczy. Obsługa klienta gaming działa sprawnie, a gracze mogą wziąć udział w promocjach dostępnych na vavada pl.
Platforma obsługuje wygodne formy płatności, w tym BLIK kompatybilny z bankami mBank, ING, PKO BP, Pekao i Millennium, a także popularne karty Visa i Mastercard (Maestro). Pozytywne opinie użytkowników publikowane w serwisach Trustpilot oraz Opinie.com potwierdzają wysoki poziom zaufania do marki. Miłośnicy gry na smartfonach mogą korzystać z dedykowanej aplikacji dostępnej na urządzenia z systemem iOS oraz Android, która zapewnia płynną i stabilną rozgrywkę. Slottica to nie tylko polskie kasyno internetowe, lecz także przestrzeń, w której możesz cieszyć się grą i wygrywać na własnych zasadach.