ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଦେଶରେ ସାଧାରଣ ନିର୍ବାଚନ ନିକଟତର ହେଉଥିବା ବେଳେ ବିଜେପିକୁ ଲାଗିଛି ଝଟକା । ବିଜେପି ଚାଣକ୍ୟ ତଥା ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ହୋଇଛି ସାଇନ୍ ଫ୍ଲୁ । ଗତକାଲି ଠାରୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ବେଳେ ଯୁଦ୍ଧକାଳିନ ଭିତ୍ତିରେ ଡ଼ାକ୍ତରମାନେ ଚିକିତ୍ସା କରୁଛନ୍ତି । ଏପରି ଦୁଃସମ୍ବାଦକୁ ଶାହା ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ଯାହାକୁ ନେଇ ଦେଶ ବିଜେପି ଶିବିରକୁ ଶାନ୍ତ କରି ଦେଇଛି । ଆଗାମୀ ଜାନୁୟାରୀ ୧୮ ତାରିଖରେ କଟକ ସାଲେପୁରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଶାହଙ୍କ ଅସୁସ୍ଥା କାରଣରୁ ଗସ୍ତକୁ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ବେଳେ ଶାହଙ୍କ ଗସ୍ତ କେବେ ହେବ ତାହା ସ୍ଥିର ହୋଇନଥିବା ଜଣା ପଡ଼ିଛି । ଶାହଙ୍କ ଅସୁସ୍ଥ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଶୁଭକାମନାର ଶୁଅ ଛୁଟିଛି । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସ୍ମୁତି ଇରାନି, ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ ଆଶୁ ଆରୋଗ୍ୟ କାମନା କରାଯାଇଛି । ଏହା ସହ ଆଗାମୀ ୨୪ ତାରିଖରେ ପଶ୍ଚିମବଙ୍ଗରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଥିବା ଜଣାପଡ଼ିଛି ।
ବିଜେପି ଚାଣକ୍ୟଙ୍କୁ ସାଇନ୍ ଫ୍ଲୁ ; ନିକଟ ନିର୍ବାଚନ ରାଜନୀତିର ଅଙ୍କ କଷିବ କିଏ ?
- Advertisement -
Stay Connected
Comment
- BrianLit on ଆଜିର ରାଶିଫଳ
- GeorgeStaby on ଆଜିର ରାଶିଫଳ
- HaroldAtows on ଆଜିର ରାଶିଫଳ
- Jamesmat on ଆଜିର ରାଶିଫଳ
- Bryanplani on ଆଜିର ରାଶିଫଳ

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online. Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?