ସୁନ୍ଦରଗଡ: ମୃତଦେହକୁ ବୋହିନେଲେ ବିଜୁ ଯୁବବାହିନୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲାର ତଳସରାରେ । ତେବେ ଏହି ଦୃଶ୍ୟକୁ ଦେଖିଲା ପରେ ଲାଗୁଛି ହଜି ଯାଇନି ଆଜି ବି ମାନବିକତା । ସୂଚନା ଅନୁଯାୟୀ, ପୁରୀ ଅଞ୍ଚଳ ଜଣେ ପୂଜକ ଦୀର୍ଘ ଦିନ ହେଲା ତଳସରାରେ ପୂଜା କରି ନିଜର ଜୀବନ ବିତାଉଥିଲେ । ହେଲେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ପୂଜାରୀ ଜଣଙ୍କ ହେଲେ ରଘୁନାଥ ତ୍ରୀପାଠି( ୭୩ ବର୍ଷ ବୟସ) । ତେବେ ତାଙ୍କର ମୃତ୍ୟୁ ଖବର ତାଙ୍କ ପରିବାର ଲୋକଙ୍କୁ ଦିଆଯାଇଥିଲା । କିନ୍ତୁ ବହୁ ସମୟ ଧରି ଶବ ପଡିରହିଥିଲେ ମଧ୍ୟ ତାଙ୍କ ସମ୍ପର୍କୀୟ କେହି ଆସିନଥିଲେ । ତେବେ ଶବ ପଡିଥିବାର ଦେଖି ଶବୁ ସକ୍ରାର କରିବା ପାଇଁ ଆଗେଇ ଆସିଥିଲେ ତଳସରା ବିଜୁ ଯୁବବାହୀନୀ । ଏହାପରେ ବିଜୁ ଯୁବବାହିନୀ କୋକେଇ ସାହା ର୍ଯ୍ୟରେ ପୂଜାରୀଙ୍କ ମୃତ ଦେହକୁ ନେଇ ମଶାଣିରେ ବିଧୀବଦ୍ଧ ଭାବେ ଶବର ଅନ୍ତିମ ସଂସ୍କାର କରିଥିଲେ । ତେବେ ବିଜୁ ଯୁବବାହିନୀର କାର୍ଯ୍ୟକୁ ଦେଖି ଅଞ୍ଚଳବାସାୀ ପ୍ରଶଂସା କରିଛନ୍ତି ।
ଶବକୁ ମିଳିଗଲା ସମ୍ମାନ !
Leave a Comment
Leave a Comment
- Advertisement -
Stay Connected
Comment
- Floydkib on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- Daltontat on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
- Leonideve on ପାଗଳ କରିଛି ଧନୀ ହେବା ନିଶା; ବିଶାକ୍ତ ସାପ ପଛରେ ଧାଇଁଛନ୍ତି ଶହ ଶହ ଯୁବକ !
- StuartLig on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- 1win_fdEa on ଅବକାରୀ ବିଭାଗର ଚଢାଉ: ଧଳା ପାଉଡ଼ର ଜବତ, ୨ଜଣ ଗିରଫ !
