ଫୁଲବାଣୀ :କନ୍ଧମାଳ ଜିଲା ବାଲିଗୁଡାରେ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅଧିକାର(ଆରଟିଆଇ) କର୍ମୀଙ୍କୁ ଗୁଳିମାଡ଼ କରାଯାଇଛି। ମୃତକ ଜଣଙ୍କ ହେଲେ ଅଭିମନ୍ୟୁ ପଣ୍ଡା। ମିଳିଥିବା ସୁଚନା ଅନୁସାରେ ସକାଳ ପ୍ରାୟ ସାଢ଼େ ୬ଟାବେଳେ ଏକ ବାଇକରେ ଦୁଇ ଜଣ ଆସି ଅଭିମନ୍ୟୁଙ୍କୁ ଡାକିଥିଲୋ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଅଭିମନ୍ୟୁଙ୍କୁ ସେମାନେ କିଛି କାଗଜପତ୍ର ମାଗିଥିଲେ। ଏହାପରେ ଜଣେ ଯୁବକ ଯାଇ ବାଇକ ଉପରେ ବସିଥିଲୋ ଅନ୍ୟ ଜଣେ ଯୁବକ ତାଙ୍କୁ ଗୁଳି ମାରି ବାଇକରେ ବସି ଫେରାର ହୋଇ ଯାଇଥିଲେ। ୨ଟି ଗୁଳି ଅଭିମନ୍ୟୁଙ୍କ ବେକ ତଳ ଛାତିରେ ବାଜିଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାଲିଗୁଡା ମେଡିକାଲ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିମନ୍ୟୁ ଜିଲାରେ ହେଉଥିବା ବଡ ବଡ ଠିକା ସଂସ୍ଥାର କାର୍ଯ୍ୟ, ବ୍ୟବସାୟୀ ନେଉଥବା ଟେଣ୍ଡର ଆଦି ନେଇ ଆରଟିଆଇ ମାଗୁଥିବା ଜାଣିବାକୁ ମିଳିଛିା ହତ୍ୟାକାଣ୍ଡର ପ୍ରକୃତ ସତ୍ୟ ଜଣାପଡି ନ ଥିବାବେଳେ ଆରଟିଆଇକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଆଲୋଚନା ହେଉଛି।
ସୂଚନା ଅଧିକାର କର୍ମୀଙ୍କୁ ଗୁଳି ମାରି ହତ୍ୟା
- Advertisement -
Stay Connected
Comment
- Kapelnica ot zapoya_cePr on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- Ronalddog on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- CharlesOvAts on ଜାମ୍ମୁକାଶ୍ମୀରରେ ଆଜିଠୁ ଲାଗୁ ହେଲା ରାଷ୍ଟ୍ରପତି ଶାସନ
- Dillonsef on ରାଜ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ଆଭିମୁଖ୍ୟ ଥିଲା ଗରମ ଏବେ ନରମ !
- mostbet_owOt on କାନ୍ଥରେ ବାଜିଲା ଏୟାର ଇଣ୍ଡିଆ ବିମାନ ଡେଣା

Hi there,
I hope you’re doing well.
I wanted to reach out and see if you are interested in improving your website’s http://odishahotnews.com visibility on Google and attracting more potential customers through SEO. We offer SEO solutions designed to help businesses increase organic traffic, improve keyword rankings, and generate quality inquiries.
If this sounds interesting, I’d be happy to share our complete SEO packages, activities, timeline, and pricing details for your review.
Looking forward to your response.
Regards,
Anaya