ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା ଆଜି ଦିନ ସାଢେ ଜାତୀୟ ନିର୍ବାଚନ କମିଶନ ପକ୍ଷରୁ ଏକ ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ନିର୍ବାଚନ କମିଶନର ଅଶୋକ ଲାଭାଷା ଇଲେକସ ବିଷୟରେ କିଛି ସୂଚନା ଦେଇଥିଲେ । ଆଗାମୀ ଇଲେସନକୁ ଆଖିରେ ନଜର ରଖି ମଦ ଓ ଟଙ୍କା କାରବାର ନେଇ ସେ ଇଟେଂଲିଜେନ୍ସ ଏଜେନ୍ସି ସହ ଆଲୋଚନା କରିଥିଲେ । ଏବଂ ଏହା ସହ ନିର୍ବାଚନ ସମୟରେ କିପରି ଆଇନ୍ ଶୃଙ୍ଖଳା ରହିବ ସେ ନେଇ ମଧ୍ୟ ସେ ଡିଜିପିଙ୍କ ସହ ମଧ୍ୟ ସେ ଅଲୋଚନା କରିଛନ୍ତି । ଚଳିତ ବର୍ଷ ରାଜ୍ୟରେ ମୋଟ ୩୭,୬୦୬ଟି ପୋଲିଂ ଷ୍ଟେସନ ବ୍ୟବସ୍ଥା ରହିଛି । ରାଜ୍ୟର ୯୪% ବୁଥ୍ ରେ ସମସ୍ତ ସୁବିଧା କରାଯାଇଛି । ଆଉ ଯେଉଁଠି ଅସୁବିଧା ରହିଛି ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ନିର୍ବାଚନ କମିଶନର କହିଛନ୍ତି । ସେହିପରି ଜିଲ୍ଲା ସ୍ତରରେ ଏକ ସାଇବର ଏବଂ ସୋସିଆଲ ମିଡିଆ ଏକ୍ସପଟ୍ ମାନଙ୍କ ଏକ ଟିମ୍ ଗଠନ କରାଯାଇଛି । ଯାହା ଦ୍ୱାରା ସେମାନେ ଫେକ୍ ନ୍ୟୁଜ ଓ ପେଡ୍ ନ୍ୟୁଜ ଉପରେ ନଜର ରଖିପାରିବେ ।
ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି !
- Advertisement -
Stay Connected
Comment
- RandallfuH on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- RandallfuH on ପିଠା ଯୋଜାନର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସେପଟେ ନବୀନଙ୍କ ଘୋଷଣା ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀ ହେବେ ସାମିଲ !
- RandallfuH on ଗିରଫ ହେଲେ ଗୁଜୁରାଟୀ ଅଭିନେତ୍ରୀ, ଆପତ୍ତିଜନକ ଭିଡିିଓ ତିଆରି କରି ବ୍ଲାକ୍ମେଲ କରିବା ସହ ଲୁଟୁଥିଲେ ଟଙ୍କା
- RandallfuH on କେମିତି କଟିବ ୨୦୧୯
- RandallfuH on ଜାମ୍ମୁକାଶ୍ମୀରରେ ଆଜିଠୁ ଲାଗୁ ହେଲା ରାଷ୍ଟ୍ରପତି ଶାସନ

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online. Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?