ବାଲେଶ୍ୱର; ବାଲେଶ୍ୱର ଜିଲ୍ଲା ଭୋଗରାଇରେ ରାଜେଶ୍ୱରୀ କମିଲାଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଗତବର୍ଷ ତାଳସାରୀ ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ରାଜେଶ୍ୱରୀ କମିଲାଙ୍କ ଉପରେ ଯେଉଁ ଅନ୍ୟାୟ ଅତ୍ୟାଚାର ହୋଇଥିଲା ତାହା ବର୍ଷେ ପୁରିବାକୁ ଗଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯ୍ାଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।
ତାଳସାରୀରେ ଅସାଧୁ ବ୍ୟବହାର ହୋଇଥିବା ନାରୀଙ୍କୁ ନ୍ୟାୟ ନମିଳିବା ନେଇ ସାମ୍ବାଦିକ ସମ୍ମିଳନୀ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mejdynarodnie plateji_zmmt on ଆଜି ମାଟ୍ରିକ୍ ପରୀକ୍ଷାଫଳ
- mejdynarodnie plateji_hhmt on ୪୦ ଡିଗ୍ରି ଉପରେ ୯ ସହର
- mostbet_khmt on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- mejdynarodnie plateji_klmt on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- mostbet_ihmt on ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଲେ ରୋହିତ ଓ ଅଶ୍ୱିନୀ !
