ବରଗଡ ; ଦେବକି କୋଳରେ ଜନ୍ମ ନେଇଛନ୍ତି କଳା କହ୍ନେଇ,ଆଉ କାଲିଠୁ ଆରମ୍ଭ ହୋଇଯିବ କହ୍ନେଇଙ୍କ ଲୀଳା । ଆରମ୍ଭ ହୋଇଯାଇଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଗତକାଲି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଦ୍ୱିତୀୟ ଦିନରେ ମହାରାଜା କଂସ ମଥୁରା ନଗର ଭ୍ରମଣରେ ବାହାରି ନିୟମ ଖିଲାପିଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ମଥୁରାବାସୀଙ୍କ ମନୋରଞ୍ଜନ ପାଇଁ ମହାରାଜ କଂସ ରଙ୍ଗମହଲର ଉଦଘାଟନ କରିଛନ୍ତି ଏବଂ ଏହାର ଦାୟିତ୍ୱ ମହାମନ୍ତ୍ରୀ ସାତ୍ୟକୀଙ୍କୁ ଦେଇ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାର କଳାକାରଙ୍କ ନୃତ୍ୟ ପରିବେଷଣ ପାଇଁ ଆଦେଶ ଦେଇଥିଲେ । ସେପଟେ ଭଗବାନ ଶ୍ରୀକୃଷ୍ଣ ମାତା ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଛନ୍ତି, କଂସର ଭୟରେ ବସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା କରିଛନ୍ତି ଏବଂ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ରଖି ବଜୁଳି କନ୍ୟାକୁ ଧରି ମଥୁରା ଫେରିଛନ୍ତି ।
ତେବେ ଧନୁଯାତ୍ରାର ତୃତୀୟ ଦିନରେ ମହାରାଜ କଂସଙ୍କ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ,କାରାଗୃହ ପ୍ରବେଶ,ବିଜୁଳି କନ୍ୟାକୁ ପ୍ରହାର ପରେ ଶୂନ୍ୟବାଣୀ ଏବଂ ରାଜ ଦରବାରରେ କଂସଙ୍କ ମନ୍ତ୍ରଣା ଆଦି କାର୍ଯ୍ୟକ୍ରମ ରହିଥିବାବେଳେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ଜନ୍ମ ଓ ନନ୍ଦ ଉତ୍ସବ ,କୃଷ୍ଣଙ୍କ ଦୋଳିଝୁଲା,ରାସନୃତ୍ୟ ,ନଗର ସଂକୀର୍ତ୍ତନ ସହ କୃଷ୍ଣଙ୍କ ଗୋପପୁର ଭ୍ରମଣ ଆଦି ଦୃଶ୍ୟ ଅଭିନୀତ ହେବାର କାର୍ଯ୍ୟକ୍ରମ ରହିଛି ।
ଦେବକି କୋଳରେ ଜନ୍ମ ନେଲେ କହ୍ନେଇ,କାଲିଠୁ କରିବେ ଲୀଳା !
17 Comments
17 Comments

пожарная сигнализация какая стоимость установки пожарной сигнализации
ip камера wi fi поворотная ip wifi камера видеонаблюдения
ночной комплект видеонаблюдения видеонаблюдение для дома комплект купить
Лучший выбор дня: https://ekostroy76.ru
Полная версия по ссылке: https://buy-similarwebtraffic.com
Частный гид по Калининграду проведёт форты Калининграда экскурсии с экскурсоводом и персональным маршрутом по историческим фортификационным сооружениям.
Подробности внутри: https://alexstroy.su
Узнать больше здесь: https://regalbuild.ru
заказать шкаф шкаф на заказ от производителя
Нужна стальная лента? лента стальная купить широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства
лучшие сериалы онлайн сериал сверхъестественное лучше смотреть
дизайнерские светильники дизайнерская люстра в спальню
свадьба под ключ москва организация свадьбы в москве
свадебное агентство москва свадьба в москве недорого
эстетическая стоматология центральная стоматология
промокод весна в пятерочке промокод на скидку пятерочка доставка
Играешь в казино? бездепозитные промокоды обзоры онлайн-казино, актуальные бездепозитные бонусы, фриспины и акции для новых игроков. Узнайте условия получения бонусов и начните играть без вложений.