ଇରଙ୍ଗପୁର: ମାରିଦେଲେ, ରାସ୍ତା କଡରେ ପୋଡିଦେଲେ । ତେବେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଅମଳ ହୋଇଥିବା ଧାନ ଗଛ ବିଡା ଗଦାରେ ପୂରାଇ ପୋଡିଦେଇଛନ୍ତି । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଦାଣ୍ଡବୋଷ ଗାଁରୁ । ମୃତକଙ୍କ ପରିଚେୟ ମିଳିପାରିନଥିବା ବେଳେ ଏହି ହତୟା କିଏ କରିଛି ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ଏହି ଘଟଣା ବିଷୟରେ ସ୍ତାନୀୟ ଅଞ୍ଚଳବାସୀ ପୁଲିସ ଖବର ଦେବାପରେ ପୁଲିସ ଓ ଅଗ୍ନିଶମବିଭାଗ ପହଞ୍ଚି ପୋଡିଯାଇଥିବା ମୃତଦେହକୁ ଉଦ୍ଧାର କରିଥିଲେ । େଅନ୍ୟପଟେ ଘଟଣା ସ୍ଥଲରେ ଏକ ରକ୍ତଲଗା ପଥର ପଡିରହିଥବା ଦେଖିବାକୁ ମିଳିଥିଲା । ତେବେ ଏହି ରକ୍ତଲଗା ପଥରକୁ ଦେଖିବା ପରେ ପୁଲିସ୍ୱ୍ୟକ୍ତି ଜଣଙ୍କୁ ହତ୍ୟା କରାଯାଇ ପୋଡିଦିଆଯାଇଛି । ଅନ୍ୟପଟେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରୁଛି ।
ହତ୍ୟାକଲେ , ଧାନ ଗଛ ବିଡା ଗଦାରେ ପୂରାଇ ରାସ୍ତା କଡରେ ପୋଡିଦେଲେ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- luxury car rental miami_ljKn on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- JaylenLig on ଆଜିର ରାଶିଫଳ
- 1win_mhea on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- Mattimilt on ଆଜିର ରାଶିଫଳ
- 1win_zeea on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
