ନୂଆଦିଲ୍ଲୀ: ମିଜୋରାମରେ ୨୫ ବର୍ଷର ଶାସନ ଚୁରମାର । ତେବେ ମିଜୋରାମରେ ମୁଖ୍ୟମନ୍ତ୍ରୀ ଲାଲଥାନ୍ ୱାଲା ପରାସ୍ତ ହୋଇଛନ୍ତି । ଅପରପକ୍ଷରେ ନିଜର ଦଳ ପରାଜୟ ବରଣ କରିବା ସହ ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ପରାସ୍ତ ହୋଇ ନିଜ ପଦକୁ ହରାଇଛନ୍ତି । ତେବେ ଲାଲଥାନ ଚମ୍ପାଇ ଆସନ ଏବଂ ସରଚିପ ନିର୍ବାଚନ ଆସନପାଇଁ ଲଢୁଥିଲେ । କିନ୍ତୁ ଏହି ଦୁଇଟି ମଧ୍ୟରୁ କାହାକୁ ହାସଲ କରିପାରିଲେ ନାହିଁ ଲାଲଥାନ୍ । ତେବେ ଲାଲଥାନଙ୍କ ପରାସ୍ତ କଂଗ୍ରେସ ପାଇଁ ବଡ ଝଟକା । ସେପଟେ ମିଜୋରାମର ମୁଖ୍ୟମନ୍ତ୍ରୀଙ୍କୁ ଚମ୍ପାଇ ଆସନରୁ ହରାଇଛନ୍ତି ଏମଏନଏଫର ଟିଜେ ଲାଲୁନ୍ତଲୁଆଙ୍ଗ । ଅନ୍ୟପଟେ ମିଜୋରାମରେ ପ୍ରଥମଥର ପାଇଁ ୨୫ ବର୍ଷର ଶାସନକୁ ପଛରେ ପକାଇ ବାଜିମାରିନେଲା ବିଜେପି । ତେବେ ମିଜୋରାମରେ ସରକାର ଗଠନ କରିବାକୁ ମ୍ୟାଜିକ୍ ନମ୍ବର ୨୧ ରହିଥିବାବେଳେ ଏମଏନ୍ଏଫ୍ ୨୯, କଂଗ୍ରେସ ୬ ଓ ଅନ୍ୟାନ୍ୟ ୩ଟି ଆସନରେ ଆଗରେ ରହିଛନ୍ତି।
ମିଜୋରାମରେ ୨୫ ବର୍ଷର ଶାସନ ଭାଙ୍ଗି ଚୁରମାର!
3 Comments
3 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
Platforma obsługuje wygodne formy płatności, w tym BLIK kompatybilny z bankami mBank, ING, PKO BP, Pekao i Millennium, a także popularne karty Visa i Mastercard (Maestro). Pozytywne opinie użytkowników publikowane w serwisach Trustpilot oraz Opinie.com potwierdzają wysoki poziom zaufania do marki. Miłośnicy gry na smartfonach mogą korzystać z dedykowanej aplikacji dostępnej na urządzenia z systemem iOS oraz Android, która zapewnia płynną i stabilną rozgrywkę. Slottica to nie tylko polskie kasyno internetowe, lecz także przestrzeń, w której możesz cieszyć się grą i wygrywać na własnych zasadach.