ପୁରୀ: ଶ୍ରୀମନ୍ଦିରରେ ଅସହାୟଙ୍କୁ ସାହାରା ଦେଲେ ଜାଗୱାର ସଂଗଠନର କର୍ମକର୍ତ୍ତା । ଯେତେବେଳେ ଅସହ୍ୟ ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ଥ ହେଉଛି । ଠିକ୍ ସେତିକି ବେଳେ ଗରୀବ ବାସହରାଙ୍କୁ ସାହାରା ଦେଇ ସଂଗଠନ ପ୍ରଶଂସାର ପତ୍ର ପାଲଟିଛନ୍ତି । ସଂଗଠନ ସହର ବିଭିନ୍ନ ସ୍ଥାନରେ ବାସହରା ଅସହାୟ ଲୋକଙ୍କୁ ବସ୍ତ୍ର ଓ କମଳ ବଂଟନ କରିଛନ୍ତି । ଯେଉଁ ସମୟରେ ପ୍ରଶାସନ ଓ ନେତା ମନ୍ତ୍ରୀ ଏହି ଗରିବଙ୍କ ପ୍ରତି ମୁହଁ ଫେରାଇଥିଲେ ଠିକ୍ ସେତିକି ବେଳେ ସଂଗଠନର ଏପରି କାର୍ଯ୍ୟକୁ ପ୍ରତ୍ୟେକ ଦିଗରୁ ସମର୍ଥନ ଓ ପ୍ରଶଂସା ମିଳୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ଜାଗୁୱାର କର୍ମକର୍ତ୍ତାମାନେ ସହରରେ ବିଭିନ୍ନ ଜନହୀତକର କାର୍ଯ୍ୟରେ ଲିପ୍ତ ରହୁଥିବା ବେଳେ ନିକଟରେ ସହରକୁ ସ୍ୱଚ୍ଛ ରଖିବା ପାଇଁ ବିଭିନ୍ନ ସ୍ଥାନରେ ଡଷ୍ଟବିନ୍ ବଂଟନ କରିଥିଲେ । ବିଶେଷକରି ଜାଗୁୱାର ସଂଗଠନର ଆଗଧାଡିର କର୍ମୀ କୁନ୍ଦନ କୁମାର ମାହାନ୍ତି, ଆଶିଷ,ବାସୁଦେବ ଓ ଯୁବରାଜ ଅନ୍ୟାନ୍ୟ ଯୋଗୁ ଏପରି ପରଉପକାରି କାର୍ଯ୍ୟ ସମ୍ଭବ ହେଉଥିବା ଜଣାପଡ଼ିଛି ।
ମୁହଁ ଫେରାଇ ଦେଲା ପ୍ରଶାସନ; ଶ୍ରୀକ୍ଷେତ୍ରରେ ଅସହ୍ୟ ଜାଡ଼ରେ ଅସହାୟଙ୍କୁ ସାହାରା ଦେଲେ ଜାଗୱାର କର୍ମକର୍ତ୍ତା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- 1win_oikn on ଆଜିର ରାଶିଫଳ
- Antoniocog on ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ; ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବେ ନବୀନ, ମାନିବାକୁ ନାରାଜ ବିରୋଧି !
- WilliamHab on ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର !
- 1win_aqMn on କାଲି ଭକ୍ତଙ୍କୁ ଗୁଳିକରି ମାରିଦେଲେ, ଆଜି ତଣ୍ଟି କାଟିଦେଲେ !
- Tuckertulty on ପାଗଳ କରିଛି ଧନୀ ହେବା ନିଶା; ବିଶାକ୍ତ ସାପ ପଛରେ ଧାଇଁଛନ୍ତି ଶହ ଶହ ଯୁବକ !
