ଢେଙ୍କାନାଳ: ଆଜି ଜନଜୀବନ ସ୍ୱାର୍ଥରେ ତଥା ବଂଚିବା ଦାବିରେ ୧୨ଘଣ୍ଟା ପାଇଁ ଢେଙ୍କାନାଳ ଭୁବନକୁ ଠପ୍ ହୋଇଛି । ଭୁବନ ବରିଷ୍ଠ ନାଗରିକ ଜନ ସ୍ୱାର୍ଥ ଟ୍ରଷ୍ଟ ନେତୃତ୍ୱରେ ଏହି ବନ୍ଦ ଡ଼ାକରା ଦିଆଯାଇଛି । ଭୁବନ ମେଡ଼ିକାଲରେ ସ୍ଥାଇ ଡ଼ାକ୍ତର ନିଯୁକ୍ତି ଦାବି ତଥା ସହର ବିଭିନ୍ନ ସମସ୍ୟାର ସ୍ଥାଇ ପ୍ରତିକାର ଦାବିରେ ଆନ୍ଦୋଳନ ଜାରି ରହିଛି । ଏହି ମେଡ଼ିକାଲ ଉପରେ ୧୮ଟି ପଂଚାୟତର ଜନସାଧାରଣ ନର୍ଭର କରୁଥିବା ବେଳେ ଦୀର୍ଘ ଦିନରୁ ଡ଼ାକ୍ତର ପଦବୀ ଖାଲି ପଡ଼ିଛି । ଯାହାକୁ ନେଇ ସହରବାସୀ ଜିଲ୍ଲାପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନଥିଲା । ତେବେ ଏହାର ପ୍ରତିକାର ଦାବିରେ ଏହି ବନ୍ଦ ଡ଼ାକରା ଦିଆଯାଇଛିା ତୁରନ୍ତ ପ୍ରତିକାର ନକଲେ ଏହି ଆନ୍ଦେଳନଙ୍କୁ ତିବ୍ରତର କରିବା ନେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । ଏହି ଆନ୍ଦେଳନକୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ବଂଚିବାର ଦାବିରେ ୧୨ଘଂଟିଆ ଭୁବନ ଠପ୍ !
- Advertisement -
Stay Connected
Comment
- Jeromedielo on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- StevenHes on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- DonaldSew on ୫ ଜୁଆଡ଼ି ଗିରଫ, ୪ ଲକ୍ଷ ଟଙ୍କା ଜବତ
- FranklinchimB on ନୂଆ ବର୍ଷରେ ବିଦାୟ ନେଲେ କମେଡି କିଙ୍ଗ କାଦର ଖାନ୍ !
- Lloydbrump on ଆଜିର ରାଶିଫଳ

Cześć! Mamy ogromną przyjemność powitać Cię na oficjalnej, całkowicie legalnej witrynie Vavada Net PL Casino, stworzonej specjalnie z myślą o polskich graczach! Nasze kasyno znajduje się pod adresem Szwoleżerów 1, 00-467 Warszawa, Polska. Numer telefonu: +48505490512. Możesz je odwiedzać przez całą dobę, 7 dni w tygodniu, i bez żadnych problemów grać na złoty w takie klasyczne gry jak Tetri Mania czy Lucky 81 od 1 grosza!