ଭୁବନେଶ୍ୱର: ଆଜି ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଅଭିଭାଷଣ ଦେଇଛନ୍ତି । ରାଜ୍ୟପାଳ ଅଭିଭାଷଣରେ ରାଜ୍ୟ ସରକାରଙ୍କ ସଫଳତା ଓ ଆଗାମୀ ଦିନରେ ହେବାକୁ ଥିବା ସଫଳ ରୂପାୟନ ସମ୍ପର୍କରେ ଆଲୋକପାତ କରିଥିଲେ । ରାଜ୍ୟ ସରକାର କୃଷି, ଶିକ୍ଷା ,ସ୍ୱାସ୍ଥ୍ୟଓ ଗ୍ରାମାଞ୍ଚଳ ବିକାଶ କ୍ଷେତ୍ରରେ ସଫଳତାର ଶିର୍ଷରେ ରହିଛନ୍ତି । ରାଜ୍ୟ ସରକାର ୫ଥର କୃଷି କର୍ମଣ ପୁରଷ୍କାର ମିଳିଥିବା ବେଳେ ପ୍ରକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଓଡ଼ିଶା ଦେଶରେ ଉଦାହରଣ ସୃଷ୍ଟି କରିଛି । ସ୍ମାର୍ଟ ସିଟିରେ ଭୁବନେଶ୍ୱର ଦେଶର ନମ୍ବର ୱାନ ସ୍ଥାନ ଦଖଲ କରିଛି । ସରକାର କାଳିଆ ଯୋଜନା ପ୍ରଣୟନ କରି କୃଷକର ଅର୍ଥକ ମାନଦଣ୍ଡ ବୃଦ୍ଧି କରିଛନ୍ତି । ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆପଣାଇ ସରକାର ସ୍ୱାସ୍ଥ୍ୟସେବା ମଧ୍ୟ ବହୁ ସୁନାମ ସାଉଟିଛନ୍ତି । ଅଭିଭାଷଣରେ ମହାନଦୀ ଓ ପୋଲାଭରମ ପ୍ରସଙ୍ଗକୁ ମଧ୍ୟ ଉଥାପନ କରିଛନ୍ତି । ୩୧୪ଟି ବ୍ଲକ୍ରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ହୋଇଥିବା ପ୍ରକାଶ କରିଛନ୍ତି । ରାଜ୍ୟରେ ଗମନାଗମନ ବିକାଶ ପାଇଁ ୧୩୦ଟି ସେତୁ ନିର୍ମାଣ କରିଥିବା ପ୍ରକାଶ କରିଛନ୍ତି ।
ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Kak naiti cheloveka po nomery telefona_xlsr on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- Kak naiti cheloveka po nomery telefona_kasr on ବାଲେଶ୍ୱର ଜିଲ୍ଲା ପୁରୁବାଇ କନ୍ୟାଶ୍ରମରେ ଜିଲ୍ଲା ମଙ୍ଗଳକିମିଟି ଏବଂ କେନ୍ଦ୍ରୀୟଟିମ ପକ୍ଷରୁ ଚଢାଉ !
- 1xbet_zkmn on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
- 1xbet_lhmn on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- 1xbet_vjmn on ପ୍ରଶାସନିକସ୍ତରରେ ଅଦଳବଦଳ
