ବାଲେଶ୍ୱର: ସରକାରଙ୍କ ଶିକ୍ଷା ମାରଣ ନୀତି ବିରୋଧରେ ଜୋରଧରିଲା ଆନ୍ଦୋଳନ । ଆଜି ଏସୟୁସିଆୟର ଛାତ୍ର ସଂଗଠନ ଡିଏସଓ ଆହ୍ୱାନରେ ବାଲେଶ୍ୱର ଭୋଗରାଇ ବ୍ଲକ୍ ସମ୍ମୁଖରେ ଛାତ୍ର ସଂଗଠନ ଆନ୍ଦୋଳନ କରିଛି । ବିଶେଷକରି ସରକାରଙ୍କ ଶିକ୍ଷାମାରଣ ବ୍ୟବସ୍ଥା ତଥା ପାସ ଫେଲ ବ୍ୟବସ୍ଥାର ପୂର୍ଣ୍ଣ ପ୍ରଚଳନ, ଶିକ୍ଷକ ନିଯୁକ୍ତି ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ନିଯୁକ୍ତି ,ଅଂଚଳରେ ଘନଘନ ବିଦ୍ୟୁତ୍ କାଟ, ମଦର ପ୍ରସାର ବନ୍ଦ, ଶ୍ରମିକଙ୍କୁ ସରକାରୀ ମାନ୍ୟତା ଦାବିରେ ବ୍ଲକ୍ ସମ୍ମୁଖରେ ଆନ୍ଦୋଳନ କରିଛି । ଏହି ସମସ୍ୟକୁ ଲିଖିତ ଭାବରେ ଛାତ୍ର ନେତାମାନେ ବିଡ଼ିଓଙ୍କୁ ଜଣାଇବାସହ, ଏହାର ତରନ୍ତ ପ୍ରତିକାର ନହେଲେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ପ୍ରଶାସନଙ୍କୁ ଚେତାବନୀ ଦେଇଛନ୍ତି ।
ବାଲେଶ୍ୱର ଭୋଗରାଇ ବ୍ଲକକୁ ବିଭିନ୍ନ ଜନଜୀବନ ସମସ୍ୟାକୁ ନେଇ ଛାତ୍ର ସଂଗଠନ ଡ଼ିଏସଓ ଘେରିଲା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- JamesSak on ଆଜି ୩ ରାଜ୍ୟସଭା ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ଦାଖଲ
- Roberthib on ବିଧାନସଭା ପରେ ରାଜମହଲ,ବାପୁଜୀନଗର ଏବଂ ଜନପଥ ଅଞ୍ଚଳରେ ଚାଲିଛି ସାନିଟାଇଜେସନ
- JoshuaFloli on ନିଖୋକ ପରେ ପାହଡ ତଳୁ ମିଳିଲା ନାବାଳିକାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଏହା ଅସ୍ପଷ୍ଟ !
- Davidbioni on ଫସିଲେ ୧୭ ଓଡିଆ ଶ୍ରମିକ : ମସ୍କଟ ଓମାନରେ
- HowardDob on ସକାଳେ ବିଛଣାଛାଡ଼ି ଏସବୁ କାହିଁକି ମନା.
