ଯାଜପୁର : ଯାଜପୁର ରୋଡ଼ ବନଖଣ୍ଡ ଅନ୍ତର୍ଗତ ଏକ ଗାଁରୁ ଚଉଶିଙ୍ଗା ହରିଣ ଉଦ୍ଧାର । ଆଜି ଭୋର ୫ଟାରୁ ଏହାକୁ ଉଦ୍ଦାର କରାଯାଇଥିଲା । ସୂଚନା ଅନୁଯାଇ ତା’ ପାଟିରେ ଘା’ ହୋଇଥିବାରୁ ଅସୁସ୍ଥ ହୋଇ ଗାଁ ପାଖରେ ଶୋଇଥିବାର ଗ୍ରାମବାସୀ ଦେଖିଥିଲେ । ତେବେ ଗାଁ ଲୋକ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାୀଙ୍କ ସହାୟତାରେ ଚଉଶିଙ୍ଗକୁ ଧରିଥିଲେ । ତା’ ମୁହଁରେ ଘା’ ହୋଇଥବବାରୁ ଚିକିତ୍ସା ନିମନ୍ତେ ତାକୁ ବ୍ୟାସ ନଗର ପଶୁ ଚିକିତ୍ସାଳୟକୁ ନିଆଯାଇଥିଲା । ସୁସ୍ଥ ହେଲା ପରେ ତାକୁ ପୁଣି ଜଙ୍ଗଲରେ ଛଡ଼ା ଯାଇଥିଲା ।
ଉଦ୍ଧାର ହେଲା ଅସୁସ୍ଥ ଚଉଶିଙ୍ଗା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- GinoPoult on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- Gavinvax on ଭାଗ ନଛିଡ଼ିବରୁ ପିଟା ପିଟି !
- Narkolog na dom_rtel on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- RossBem on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- 1win_phmr on ନୂଆ ବର୍ଷରେ ବିଦାୟ ନେଲେ କମେଡି କିଙ୍ଗ କାଦର ଖାନ୍ !
