ଭୁବନେଶ୍ୱର: ପୋଲିସର ମହାନତା । ଲକ୍ ଡାଉନ୍ ବେଳେ ସବୁ ଠପ୍ । ଏଭଳି ସ୍ଥିତିରେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ଆସିଥିଲେ ଜଣେ ରୋଗୀ । ଆମ୍ବୁଲାନ୍ସରେ ଆସିଥିଲେ । କିନ୍ତୁ ଗାଡ଼ି ନଥିବାରୁ ଘରକୁ ଫେରି ପାରି ନଥିଲେ । ସେହି ରାସ୍ତାରେ ଯାଉଥିବା ଲୋକଙ୍କୁ କେତେ କାକୁତି କରିଥିଲେ ଘରେ ଟିକେ ଛାଡି ଦେବାକୁ । କିନ୍ତୁ ଲକ୍ ଡାଉନ୍ ପରିସ୍ଥିତିରେ ହାତ ଗଣତି ଯେଉଁ କେତେ ଜଣ ଯାଉଥିଲେ କେହି ସାହାର୍ଯ୍ୟ କରି ନଥିଲେ । ଶେଷରେ ସହାୟତାର ହାତ ବଢ଼ାଇଥିଲେ ସେଠାରେ କାର୍ଯ୍ୟରତ କମିଶନରେଟ ପୋଲିସର ଜଣେ କନଷ୍ଟେବଳ । ପିସିଆରକୁ ଫୋନ୍ କରିଥିଲେ । ସଙ୍ଗେ ସଙ୍ଗେ ଗାଡ଼ି ଆସିଥିଲା । ମହିଳାଙ୍କୁ ପିସିଆର ଭ୍ୟାନ ନେଇ ତାଙ୍କ ଘରେ ସୁରକ୍ଷିତ ଭାବରେ ପହଞ୍ଚାଇଥିଲେ । ଏହି ଘଟଣା ଗୋଟିଏ କଥା ସ୍ପଷ୍ଟ କରୁଛି ଯେ, ଆପଣଙ୍କ ପୋଲିସ, ଆପଣଙ୍କ ସେବାରେ ।
ଲକ୍ ଡାଉନ୍ ବେଳେ ପୋଲିସର ମହାନତା , “ଆପଣଙ୍କ ପୋଲିସ, ଆପଣଙ୍କ ସେବାରେ”
- Advertisement -
Stay Connected
Comment
- Charlesfef on ଭୁଶୁଡିଗଲା ସ୍କୁଲ ପାଚେରୀ , ୨ ଛାତ୍ର ଗୁରୁତର!
- JulioStync on ମୁଖ୍ୟମନ୍ତ୍ରୀ ଦେଖାଇଲେ ମାନବିକତା । ନିଜ ଗାଡି ପଛରେ ଦିବ୍ୟାଙ୍ଗ ଦୌଡୁଥିବାର ଦେଖି ଅଟକି ଗଲେ ନବୀନ,ତୁରନ୍ତ ସମସ୍ୟାର ସମାଧାନ ଲାଗି
- JohnnieSwozy on ବିଧାନସଭା ପରେ ରାଜମହଲ,ବାପୁଜୀନଗର ଏବଂ ଜନପଥ ଅଞ୍ଚଳରେ ଚାଲିଛି ସାନିଟାଇଜେସନ
- RobertQuolo on ଦୁବାଇରେ ଫସିଥିବା ୪ ଓଡ଼ିଆ ଯୁବକଙ୍କୁ ଉଦ୍ଧାର କଲା ଓଡ଼ିଶା-ମୋ ପରିବାର
- Arthurcug on ମାସକ ମଧ୍ୟରେ ୩ଥର ଓଡ଼ିଶା ଗସ୍ତରେ ମୋଦି; ୨୦ହଜାର ଟଙ୍କାର ଅର୍ଥମୁଣା ରାଜ୍ୟ କରିବ ବିକାଶ !

Free korean cum moviesTroy aikmen transvestitePics of hung
mature menTube seventeen nudeCumshot on tits iphoneRedhair
teenNudes steve garvey xnxx View movies for adults directly 21Lesbian strap on teenEpicurious roast
turkey breastTaures sex roughCarmen hardcore luvanaStories abour using for
sissy pussyXxx webcam free iris https://hiporn.cc/
Cheap health insurance for young adultsPete wentz sex videosExtreme
enemas tgpChicks with great titsAnul sex porn sitesStories with pictures
eroticLove letter straight from my heart fuckerSex with a much older manFuck
you socksFacial fuck tit xnxx Painful sex right after conceptionAss munch com piSexual
play bedTainted vaginal dischargeSex tube argentina colaHustler z pricingStrip club gossipHomies in my assGirl with the sexy eves8.5 inch cut penisSexy
red head fuckedMom son incest mother and son sexTrovax for breast cancerSexual anime iconsFree adult
hard porn videos