କନ୍ଧମାଳ: ବାଲିଗୁଡ଼ା ଦାରିଙ୍ଗବାଡ଼ି ଅଂଚଳରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଖବର ଆସିବା ପରେ ସାରା ଅଂଚଳରେ ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତକୁ ଗିରଫ ଦାବିରେ ସ୍ଥାନୀୟ ଲୋକ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଯାହା ଫଳରେ ଯାତ୍ରାୟତ ସମ୍ପର୍ଣ୍ଣ ଠପ୍ ହେବାସହ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଖବରପାଇଁ ଦାରିଙ୍ଗବାଡ଼ି ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚିବା ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚରାଉଚରା କରୁଥିବା ଦେଖିବାକୁ ମିଳିଛି । ଏହାସହ ବାଲିଗୁଡ଼ା ଏସଡ଼ିପଓ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଜା କରୁଛନ୍ତି । ତେବେ ଛାତ୍ରୀଙ୍କ ପ୍ରସବକୁ ନେଇ କୌଣସି ସ୍ପଷ୍ଟ ସୂଚନା ନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ଅପରପକ୍ଷେ ଏହି ଖବର ପ୍ରଚାରିତ ହେବା ପରେ ମନ୍ତ୍ରୀ ରମେଶ ମାଝୀ ତଦନ୍ତକୁ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଦାରିଙ୍ଗବାଡ଼ିରେ ଆଖି ଦେଖିଲା ଅପୂର୍ବ ଦୃଶ୍ୟ; ନାବାଳିକା ଛାତ୍ରୀ କଲେ ପ୍ରସବ; ଉତ୍ତେଜନା ରାସ୍ତାରୋକ !
- Advertisement -
Stay Connected
Comment
- Skam-pyblikaciya_xsSn on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- Santiagoraiff on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- Matthewdip on ଟେଲିଭିଜନ ଚ୍ୟାନେଲର ୨୫ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ
- Matthewdip on ୭୪ ବର୍ଷରେ ପାଦ ଦେଲେ ନବୀନ
- Angelothini on ସୁସ୍ଥ ହେଲେ ମହାପ୍ରଭୁ : ପିନ୍ଧିଲେ ରକ୍ତବସ୍ତ୍ର, ଲାଗି ହେଲା ଦଶମୂଳ

организация недорогой свадьбы свадебное агентство свадьба
лента стальная упаковочная лента бандажная стальная