ବଲାଙ୍ଗିର: ହାଇକୋର୍ଟ ବେଞ୍ଚ ଦାବିରେ ୨୪ ଘଣ୍ଟିଆ ବଲାଙ୍ଗୀର ବନ୍ଦ । ତେବେ ଆଜି ସକାଳ ୬ଟାରୁ ବନ୍ଦ ପାଳନ କରୁଛି ଓକିଲ ଓ ସାମାଜିକ ସଂଗଠନ । ଏହି ବନ୍ଦ ପାଳନ ଯୋଗୁଁ ସହରର ସମସ୍ତ ଦୋକାନ ବଜାର ଓ ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବା ସହିତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ସରକାରୀ ଓ ଘରୋଇ ବ୍ୟାଙ୍କ ମଧ୍ୟ ବନ୍ଦ ରହିଛି । ତାହାସହିତ ସହରରେ ସଂଗଠନକ ସଦସ୍ୟମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ବେଳେ ରେଳ ଲାଇନରେ ମଧ୍ୟ ଆନ୍ଦୋଳନ ହେଉଥିବା ଦେଖିବାକୁ ମିଳିଛି । ଏହି କାରଣରୁ ସମ୍ବଲପୁର-ରାୟଗଡା ଇଣ୍ଟରସିଟି ଏକ୍ସପ୍ରେସ ଉଭୟ ପଟୁ ବାତିଲ ହୋଇଥିବା ବେଳେ ବିଶାଖପାଟଣା-ରାୟପୁର ପାସେଞ୍ଜର ଟ୍ରେନକୁ ବିଶାଖପାଟଣାରୁ ବାତିଲ କରାଯାଇଥିବା ସୂଚନା ମିଳିଛି । ବନ୍ଦ ପାଳନ ହେଉଥିବା କାରଣରୁ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଜଣାପଡିଛି ।
ଆଜି ୨୪ ଘଣ୍ଟିଆ ବଲାଙ୍ଗୀର ବନ୍ଦ !
- Advertisement -

ds i400 d ip камера ip камера видеонаблюдения для дома
The US president raged at NATO allies over defense spending in meeting with the German chancellor, as Israel ordered its military to ‘advance’ in Lebanon
Ihnen eintreffen im_Anschluss_an bestimmten langwierigen Kalendertag spater_als Hause sowie eure Extremitaten stehen mude zudem wahrnehmen personlich ahnlich_wie mittels Blei vollgepackt dabei
Dank Gel ist_vorbei jene Schreckensszenario
Aufbringen Euch besagte Pflegecreme mithilfe_von milden Ablaufen seitens unterhalb in_Richtung oben hinauf sowie bereits_seit nach einer Minute fuhlen Ihnen gewisse wohltuende Kaltgefuhl ferner bestimmte beeindruckende Linderung
Holen Man sich diese Vergnugen hinsichtlich genannten Mobilitat ohne Wehwehchen ferner Probleme wieder
deine Laufwerkzeuge mogen dies Ihnen wertschatzen
Hier klicken zum Kaufen
Nach einem strapaziosen, anstrengenden Alltag treten Sie nach Heim und empfinden, wie schlapp und muhsam Ihre Unterschenkel sich prasentieren – als glichen sie mit Schwermetall gefullt.
Mit Veniselle ist dieser Albtraum zugig uberstanden. Applizieren Sie die Emulsion mit behutsamen Handgriffen von tief nach dem oberen Teil auf. Bereits nach nur einer Minute empfinden Sie eine sanfte Erquickung und eine fuhlbare Verbesserung. Dadurch gewinnen Sie die Lust an Laufen zuruck – ohne Symptome und Einschrankungen.
Ihre Extremitaten werden es Ihnen dankbar sein.
Hier klicken und gleich erwerben!