IPS ସ୍ତରରେ ବଡ଼ ଧରଣର ଅଦଳବଦଳ ,ବଦଳିଲେ ଭୁବେନଶ୍ୱର DCP

Odisha Hot News
0 Min Read

ଭୁବନେଶ୍ୱର : IPS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ୧୮ଜଣ IPS ଅଫିସରଙ୍କୁ ଅଦଳବଦଳ କରିଛନ୍ତି ସରକାର । ତେବେ IPS ସ୍ତରରେ ହୋଇଥିବା ଅଦଳବଦଳରେ ଭୁବନେଶ୍ୱର, କଟକ ଭଳି ସହରର ଡିସିପିଙ୍କୁ ଅଦଳବଦଳ କରାଯାଇଛି ।

Share This Article