ଭୁବନେଶ୍ୱର: ରାଜ୍ୟରେ ଆଉ ୯୯ ସୁସ୍ଥ ହୋଇଥିବାର ଟ୍ବିଟ ମାଧ୍ୟମରେ ସ୍ବାସ୍ଥ୍ୟ ବିଭାଗ ଦେଲା ସୂଚନା। ଏମାନଙ୍କ ମଧ୍ୟରେ ଅଛନ୍ତି ଯାଜପୁରର ୧୬, ଖୋର୍ଦ୍ଧାର ୧୩, କେନ୍ଦ୍ରାପଡାର ୧୧, ଗଞ୍ଜାମର ୯, ଦେବଗଡର ୮, କଟକର ୭, ଜଗତସିଂହପୁରର ୭, ବାଲେଶ୍ବରର ୬, ବରଗଡର ୬, ବଲାଙ୍ଗିରର ୬, କେନ୍ଦୁଝରର ୪, ନୟାଗଡର , କୋରାପୁଟ,ସମ୍ବଲପୁର ଓ ସୁନ୍ଦରଗଡରୁ ଜଣେ ଲଖାଏଁ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ସଂଖ୍ୟା ମିଶାଇ ଓଡିଶାରେ ସୁସ୍ଥ ସଂଖ୍ୟା ପହଞ୍ଚିଲା ୧୯୯୩ରେ ।
1 each from Koraput, Sambalpur & Sundargarh
The total recovered cases of Odisha now stand at 1993.
— H & FW Dept Odisha (@HFWOdisha) June 8, 2020
ସେପଟେ ରାଜ୍ଯରେ ଆଉ ୧୩୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମୋଟ୍ ସଂକ୍ରମିତଙ୍କ ସଂଖ୍ଯା ୨୨୯୪ରେ ପହଁଚିଲା। ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏମାନଙ୍କ ଭିତରୁ ଯାଜପୁରରୁ ୬ଜଣ, ଖୋଦ୍ଧାରୁ ୧୩ଜଣ, ରାୟଗଡାରୁ ୧, ମୟୁରଭଞ୍ଜରୁ ୬ଜଣ, ନୟାଗଡରୁ ୩ଜଣ, ଢେଙ୍କାନାଳରୁ ୩ ଜଣ,କଟକରୁ ୧୫ ଜଣ, କଳାହାଣ୍ଡିରୁ ୨ଜଣ, କେନ୍ଦୁଝରରୁ ୧୦ଜଣ, କନ୍ଧମାଳରୁ ୧୦ଜଣ, ଭଦ୍ରକରୁ ୧୧ ଜଣ, ଗଞ୍ଜାମରୁ ୩୩ଜଣ, ସମ୍ବଲପୁରରୁ ୧, ବଲାଙ୍ଗୀରରୁ ୧, ସୁନ୍ଦରଗଡରୁ ୧୨ଜଣ, ନୂଆପଡରୁ ୧ଜଣ,ପୁରୀରୁ ୭ଜଣ ଏବଂ କେନ୍ଦ୍ରାପଡାରୁ ଜଣେ ଚିହ୍ନଟ ହୋଇଛନ୍ତି ।

Comment