ଓଡ଼ିଶା ଅଲିମ୍ପିକ୍ସ ସଂଘ ସଭାପତି ଭାବେ ସମୀର ମହାନ୍ତିଙ୍କ ଦାୟିତ୍ବ ଗ୍ରହଣ

Odisha Hot News
0 Min Read

ଭୁବନେଶ୍ଵର: ଓଡ଼ିଶା ଅଲିମ୍ପିକ୍ସ ସଂଘ ସଭାପତି ଭାବେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଓଡିଶା ବିଜେପି ସଭାପତି ସମୀର ମହାନ୍ତି ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ ପରେ ନୂଆ ସଭାପତି ସମୀର ମହାନ୍ତିଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ, ଏହା ମୋ ଜୀବନର ବଡ଼ ଉପଲବ୍ଧି, ରାଜ୍ୟବାସୀ ଖୁସି ହେବେ। ଅଲିମ୍ପିକ୍ସ ପାଇଁ ଓଡ଼ିଶାରୁ ଅଧିକ ପିଲା ସୃଷ୍ଟି କରିବା ଲକ୍ଷ୍ୟ।

Share This Article