ଭୁବନେଶ୍ଵର: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଝାରସୁଗୁଡ଼ାରେ ରଙ୍ଗର ପର୍ବ ହୋଲି ପାଳନ କରିଛନ୍ତି। ଝାରସୁଗୁଡ଼ାସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ହୋଲି କାର୍ଯ୍ୟକ୍ରମରେ ଶ୍ରୀ ପୂଜାରୀ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ହୋଲି ଖେଳିଥିଲେ। ପରସ୍ପରଙ୍କୁ ଅବୀର ବୋଳିବା ସହ ମିଷ୍ଟାନ୍ନ ଖୁଆଇ ସେ ହୋଲି ପାଳିଥିଲେ। ଏହି ଅବସରରେ ନୃତ୍ୟ ଗୀତର ଆସର ମଧ୍ୟ ଅନୁଷ୍ଠିତ ହୋଇଥିଲା।
ରଙ୍ଗର ପର୍ବ ହୋଲି ପାଳିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

You Might Also Like
- Advertisement -
Comment