ବାଲେଶ୍ୱର: ନୀଳଗିରି ଉପଖଣ୍ଡ କାରାଗାର ଜେଲର ଜେଲରଙ୍କ ନାମାରେ ଆସିଛି ସାଂଘାତିକ ଅଭିଯୋଗ । ତେବେ ଜେଲର ନିଜର କର୍ତ୍ତବ୍ୟ ନକରି ତାଙ୍କ ବଦଳରେ ଜେଲ ର ସବୁ ଦାୟିତ୍ୱ ବୁଝିଛନ୍ତି ତାଙ୍କ ସ୍ୱାମୀ । ଜେଲର ହେଉଛନ୍ତି ମମତା ମହାପାତ୍ର । ତାଙ୍କ ସ୍ୱାମୀ ମାଧବାନନ୍ଦ ଜ୍ୟୋତିଷ । ସୂଚନା ମୁତାବକ, ନୀଳଗିରି ଜେଲରେ ନମିତା ସୁପରିଟେଣ୍ଡେଂଟ୍ ଅଛନ୍ତି । କିନ୍ତୁ ନିଜର କର୍ତ୍ତବ୍ୟ ନକରି ତାଙ୍କ ଚୈାକିରେ ବସିଛନ୍ତି ସ୍ୱାମୀ । ପତ୍ନୀଙ୍କ ସ୍ଥାନରେ ଜେଲ’ ର କାଗଜ ପତ୍ର ଠାରୁ ଆରମ୍ଭ କରି ଜେଲ’ ର ସବୁ ଦାୟିତ୍ୱ ତାଙ୍କ ସ୍ୱାମୀ ମାଧବାନନ୍ଦ ଜ୍ୟୋତିଷ ବୁଝୁଥିବାରୁ ଏପରି ଅଭିଯୋଗ ଆସିଛି ।
ପଦବୀରେ ଥାଇ ମଧ୍ୟ ଜେଲର ନମିତା ଭୁଲି ଗଲେ କର୍ତ୍ତବ୍ୟ, ସ୍ୱାମୀ ବୁଝୁଛନ୍ତି ଜେଲ’ ଦାୟିତ୍ୱ !
Leave a Comment
Leave a Comment
- Advertisement -
Stay Connected
Comment
- SteveTERVE on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- BrandonClumb on ସୁସ୍ଥ ହେଲେ ମହାପ୍ରଭୁ : ପିନ୍ଧିଲେ ରକ୍ତବସ୍ତ୍ର, ଲାଗି ହେଲା ଦଶମୂଳ
- KevinPes on ସ୍ବାଧୀନତା ଦିବସକୁ ନକ୍ସଲଙ୍କ ବିରୋଧ
- HassanEldef on ରାମ ମନ୍ଦିର ମାମଲା : ଅଯୋଧ୍ୟ୍ୟାରେ ଉଦ୍ଧବ ଠାକରେ
- Williamror on ପ୍ରଭାବିତ ହେବ ଭଦ୍ରକ ରାଜନୈତିକ ପଟ୍ଟଚିତ୍ର?
