କଟକ: ଆଜି କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି, ‘ସାଢ଼େ ୪ କୋଟି ଓଡ଼ିଆଙ୍କ ପାଖରେ ମୁଁ ଋଣୀ । କଟକ ସହ ଆମ ପରିବାରର ସମ୍ପର୍କ ସ୍ୱତନ୍ତ୍ର । ବିଜୁବାବୁଙ୍କ ଜନ୍ମ କଟକରେ । ଜନତାଙ୍କ ସହଯୋଗ ଯୋଗୁ ଆମେ୨୦ ବର୍ଷ ଧରି ସେବା କରିପାରିଛୁ । ଏସସିବିରେ ଲୋକଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇବା ଆମର ଲକ୍ଷ୍ୟ। ବିଜୁବାବୁଙ୍କ ଜନ୍ମଦିନରେ ଏସସିବିର ସଂପ୍ରସାରିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଁ ବହୁତ ଖୁସି ।’
ଏହି ଉତ୍ସବରେ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, ମନ୍ତ୍ରୀ ପ୍ରତାପ ଜେନା ଓ ରଣେନ୍ଦ୍ରପ୍ରତାପ ସ୍ବାଇଁଙ୍କ ସମେତ ରାଜ୍ୟର ଅଧିକାଂଶ ମନ୍ତ୍ରୀ, ବିଧାୟକ, ସାଂସଦ ଯୋଗ ଦେଇଥିଲେ। ଏହି ଉତ୍ସବରେ ୫-ଟି ସଚିବ ଭି .କେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ୭୦ ହଜାରରୁ ଅଧିକ ବିଜେଡି କର୍ମୀ ଯୋଗ ଦେଇଥିବା ଜଣାଯାଇଛି।

комплект камер видеонаблюдения для улицы комплект камер видеонаблюдения
Узнать больше здесь: https://tele-bot.ru
rent a car Tivat car hire rent a car Tivat reliable service
сериалы онлайн в качестве сверхъестественное 1 сезон смотреть онлайн
Everything for Minecraft http://www.topminecraftworldseeds.com/ in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Everything for Minecraft https://topminecraftworldseeds.com/ in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.