ବାଲେଶ୍ୱର: ନୀଳଗିରି ଉପଖଣ୍ଡ କାରାଗାର ଜେଲର ଜେଲରଙ୍କ ନାମାରେ ଆସିଛି ସାଂଘାତିକ ଅଭିଯୋଗ । ତେବେ ଜେଲର ନିଜର କର୍ତ୍ତବ୍ୟ ନକରି ତାଙ୍କ ବଦଳରେ ଜେଲ ର ସବୁ ଦାୟିତ୍ୱ ବୁଝିଛନ୍ତି ତାଙ୍କ ସ୍ୱାମୀ । ଜେଲର ହେଉଛନ୍ତି ମମତା ମହାପାତ୍ର । ତାଙ୍କ ସ୍ୱାମୀ ମାଧବାନନ୍ଦ ଜ୍ୟୋତିଷ । ସୂଚନା ମୁତାବକ, ନୀଳଗିରି ଜେଲରେ ନମିତା ସୁପରିଟେଣ୍ଡେଂଟ୍ ଅଛନ୍ତି । କିନ୍ତୁ ନିଜର କର୍ତ୍ତବ୍ୟ ନକରି ତାଙ୍କ ଚୈାକିରେ ବସିଛନ୍ତି ସ୍ୱାମୀ । ପତ୍ନୀଙ୍କ ସ୍ଥାନରେ ଜେଲ’ ର କାଗଜ ପତ୍ର ଠାରୁ ଆରମ୍ଭ କରି ଜେଲ’ ର ସବୁ ଦାୟିତ୍ୱ ତାଙ୍କ ସ୍ୱାମୀ ମାଧବାନନ୍ଦ ଜ୍ୟୋତିଷ ବୁଝୁଥିବାରୁ ଏପରି ଅଭିଯୋଗ ଆସିଛି ।
ପଦବୀରେ ଥାଇ ମଧ୍ୟ ଜେଲର ନମିତା ଭୁଲି ଗଲେ କର୍ତ୍ତବ୍ୟ, ସ୍ୱାମୀ ବୁଝୁଛନ୍ତି ଜେଲ’ ଦାୟିତ୍ୱ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- ErnestAbuck on ପୂର୍ବ ପରେ ଉତ୍ତର ଓଡ଼ିଶା ଟାର୍ଗେଟରେ ମୁଖ୍ୟମନ୍ତ୍ରୀ !
- kasyno Revolut wpłAta od 1 zł on ଓଏଏସ୍ ଅଫିସର୍ ସ୍ତରରେ ଅଦଳବଦଳ : ବଦଳିଲେ ୧୨ ଓଏଏସ୍ ଅଫିସର୍
- Sadie on ମେଘାଳୟ ଶ୍ରମିକ ରେସ୍କ୍ୟୁ ଅପରେସନରେ ସହଯୋଗର ହାତ ବଢାଇଲା ଓଡିଶା !
- Best games for earning real money on ବଢୁଛି ଆଶାୟୀଙ୍କ ସଂଖ୍ୟା : ଟିକେଟ କାହା ଭାଗ୍ୟରେ, ଜିତିବେ କିଏ?
- Horace on ମେଘାଳୟ ଶ୍ରମିକ ରେସ୍କ୍ୟୁ ଅପରେସନରେ ସହଯୋଗର ହାତ ବଢାଇଲା ଓଡିଶା !
